ବନ୍ୟାଜଳରେ ବୁଡ଼ିଲା ଅଂଶୁପା ହ୍ରଦ ପାର୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 29, 2020

ବନ୍ୟାଜଳରେ ବୁଡ଼ିଲା ଅଂଶୁପା ହ୍ରଦ ପାର୍କ

ଆଠଗଡ଼ (ନୀଳକଣ୍ଠ ଦୋରା): ମହାନଦୀର ବନ୍ୟାଜଳରେ ଅଂଶୁପା ହ୍ରଦ ପାର୍କ ବୁଡ଼ି ଯାଇଛି। ଅଂଶୁପା ହ୍ରଦ ପାର୍କରେ ୮ରୁ ୧୦ ଫୁଟ୍‌ର ବନ୍ୟାଜଳ ପ୍ରବାହିତ ହେଉଛି।

ସେହିପରି ମହାନଦୀର ଜଳସ୍ତର ବଢ଼ୁଥିବାରୁ ମହାନଦୀ ଅବବାହିକାରେ ଥିବା ତଳିଆ ଅଞ୍ଚଳରେ ଥିବା ଗାଁ ଗୁଡ଼ିକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି।

କଟକ ଜିଲ୍ଲାର ତିଗିରିଆର କୋଇଲିକନ୍ୟା ଓ ରଘୁରାମପୁର ଗାଁ ଭିତରେ ବନ୍ୟାଜଳ ପଶିଛି। ଯେଉଁଥି ପାଇଁ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ସେହିଭଳି ଉତ୍ତରବାଙ୍କୀ ବ୍ଲକର ୬ଟି ପଞ୍ଚାୟତ ଓ ତିଗିରିଆର ୩ଟି ପଞ୍ଚାୟତର ସଂପୂର୍ଣ୍ଣ ପାଣି ଘେରରେ ରହିଛି।

ଦେଖନ୍ତୁ ଭିଡିଓ-

The post ବନ୍ୟାଜଳରେ ବୁଡ଼ିଲା ଅଂଶୁପା ହ୍ରଦ ପାର୍କ appeared first on Odisha Reporter.



from Odisha Reporter https://ift.tt/3juRHt0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages