ପାରାଦୀପ ବନ୍ଦର ହସ୍ପିଟାଲ ଆଜି ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 9, 2020

ପାରାଦୀପ ବନ୍ଦର ହସ୍ପିଟାଲ ଆଜି ବନ୍ଦ

ପାରାଦୀପ (ରମାକାନ୍ତ ନାୟକ): ପାରାଦୀପ ବନ୍ଦର ହସ୍ପିଟାଲକୁ ଆଜି ଦିନକ ପାଇଁ ବନ୍ଦ କରାଯାଇଛି। ହସ୍ପିଟାଲରେ ଜଣେ ଆଟେଣ୍ଡାଣ୍ଟ କରୋନାରେ ଆକ୍ରାନ୍ତ ହେବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ହସ୍ପିଟାଲ ସାନିଟାଇଜ୍ କରିବା ପରେ ଆସନ୍ତାକାଲି ଖୋଲା ଯିବା ନେଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଜଗତସିଂହପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୦ରେ ପହଞ୍ଚିଛି। ସେଥିମଧ୍ୟରୁ ୬୮୮ ଜଣ ସୁସ୍ଥ ହୋଇ ସାରିଲେଣି।  ୧୮୦ ଜଣ ବିଭିନ୍ନ କୋଭିଡ୍‌ ଡାକ୍ତରଖାନାରେ ଚିକିତ୍ସିତ ହେଛନ୍ତି। ୨ ଜଣଙ୍କର ମୃତ୍ୟୁ ବି ଘଟିଛି।

The post ପାରାଦୀପ ବନ୍ଦର ହସ୍ପିଟାଲ ଆଜି ବନ୍ଦ appeared first on Odisha Reporter.



from Odisha Reporter https://ift.tt/2PBLaQr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages