ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଡ୍ ରୁମ୍ରେ ପଶିଥିଲା ଏକ ନାଗ। ବହୁ ସମୟ ଖୋଝାଖୋଜି କରିବା ପରେ ମଧ୍ୟ ମିଳି ନଥିଲା। କିନ୍ତୁ ପରେ ଗଦି ତଳୁ ତାକୁ ଧରିଥିଲେ ସ୍ନେକ୍ ହେଲ୍ପ ଲାଇନ୍ର ସଦସ୍ୟ। ଘଟଣାଟି କଟକ ଜିଲ୍ଲା ବାଙ୍କୀର ହରିରାଜପୁର ଗାଁର।
ଗାଁର ଶରତ ପଣ୍ଡାଙ୍କ ଘରେ ସାପଟି ପଶିଥିଲା। ଏହାର ଲମ୍ବ ୫ ଫୁଟ୍ ଥିଲା।
ସାପଟିକୁ ଦେଖି ପରିବାର ଲୋକେ ସ୍ନେକ୍ ହେଲ୍ପ ଲାଇନ୍କୁ ଫୋନ୍ କରିଥିଲେ। ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ସାପଟିକୁ ଧରି ଧରି ଜଙ୍ଗଲରେ ଛାଡ଼ି ଦେଇଥିଲେ।
The post ଗଦିରେ ଲୁଚି ରହିଥିଲା ନାଗ appeared first on Odisha Reporter.
from Odisha Reporter https://ift.tt/3htvxqM
No comments:
Post a Comment