୨୧ ଅଗଷ୍ଟ, ଶୁକ୍ରବାର: ଅନେକ ଦିନର ଆଶା ପୂରଣ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 20, 2020

୨୧ ଅଗଷ୍ଟ, ଶୁକ୍ରବାର: ଅନେକ ଦିନର ଆଶା ପୂରଣ ହେବ

ମେଷ: ଶତ୍ରୁମାନେ ପରାଜିତ ହେବେ। ବହୁ ପୁରୁଣା ସମସ୍ୟାର ସମାଧାନ ହେବ। ହନୁମାନଙ୍କୁ ଦର୍ଶନ କରନ୍ତୁ।

ବୃଷ: ଅନେକ ଦିନର ଆଶା ପୂରଣ ହେବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାର ସୁଯୋଗ ପାଇବେ। କିଛି ମୁଗଡାଲି ପକ୍ଷୀମାନଙ୍କୁ ଖାଇବାକୁ ଦିଅନ୍ତୁ।

ମିଥୁନ: ଦାମ୍ପତ୍ୟ ଜୀବନ ଭଲ ରହିବ। ସମାଜରେ ମାନ-ସମ୍ମାନ ବଢ଼ିବ। ଉତ୍ତମ ଭୋଜନ ଖାଇବେ। ଜମିବାଡ଼ି ବ୍ୟବସାୟରୁ ଭଲ ଲାଭ ମିଳିବ।

କର୍କଟ: ପ୍ରତିଟି କାର୍ଯ୍ୟରେ ଆଜି ବାଧା ଉପୁଜିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଏଣୁ କ୍ଳେଶ ଅନୁଭବ କରିବେ।

ସିଂହ: ମହିଳାମାନେ ସମ୍ମାନର ଅଧିକାରୀ ହେବେ। ନୂଆ ଜମି କିଣି ପାରନ୍ତି। ପରିବାର ଲୋକଙ୍କ ସହିତ ସମୟ ବିତାଇବାକୁ ପସନ୍ଦ କରିବେ।

କନ୍ୟା: ଲାଗି ରହିଥିବା ବିବାଦର ଅବସାନ ଘଟିବ। କୌଣସି ନୂତନ ଦ୍ରବ୍ୟ ଲାଭର ଯୋଗ ରହିଛି। ଶରୀରର କୌଣସି ଅଙ୍ଗରେ ଯନ୍ତ୍ରଣା ହୋଇପାରେ।

ତୁଳା: ପରିବାରରେ ସ୍ନେହ-ଶ୍ରଦ୍ଧା ଅତୁଟ ରହିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। କାହାକୁ କଡ଼ା କଥା କୁହନ୍ତୁ ନାହିଁ। ରାସ୍ତାରେ ଯା’ଆସ ବେଳେ ସତର୍କ ରୁହନ୍ତୁ।

ବିଛା: ଅଫିସ୍ ବା କାର୍ଯ୍ୟସ୍ଥଳରେ କାମର ଚାପ ବଢ଼ିବ। ଦିନଟି ବ୍ୟସ୍ତତା ଭିତରେ କଟିବ। ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି।

ଧନୁ: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଦୁଃସାହସିକ ପଦକ୍ଷେପ ନେଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ। ବକେୟା ଅର୍ଥ ହସ୍ତଗତ ହେବ। ହଳଦୀ ରଙ୍ଗର ଟୀକା ମଥାରେ ଲଗାନ୍ତୁ।

ମକର: ବିବାଦୀୟ ଘଟଣାରେ ଜୟଯୁକ୍ତ ହେବେ। କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ପାଇବେ। ସମାଜରେ ପତିଆରା ବୃଦ୍ଧି ପାଇବ।

କୁମ୍ଭ: ସ୍ଥଗିତ ରଖିଥିବା କାମକୁ ତ୍ୱରାନ୍ୱିତ କରିବେ। କେହି ଆପଣଙ୍କୁ ଆର୍ଥିକ ସହାୟତା ମାଗିପାରନ୍ତି। କିଛି ଶୁଭ ଖବର ପାଇପାରନ୍ତି।

ମୀନ: ବୃଥା ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ। ଅପ୍ରିୟ ସତ୍ୟକଥା କହି ଅପମାନିତ ହୋଇପାରନ୍ତି। ପତ୍ନୀଙ୍କ ସହଯୋଗ ମିଳିବ।

The post ୨୧ ଅଗଷ୍ଟ, ଶୁକ୍ରବାର: ଅନେକ ଦିନର ଆଶା ପୂରଣ ହେବ appeared first on Odisha Reporter.



from Odisha Reporter https://ift.tt/34jWVUr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages