କାଲିଠୁ ଏହି ସହର ଶଟ୍‌ଡାଉନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 26, 2020

କାଲିଠୁ ଏହି ସହର ଶଟ୍‌ଡାଉନ୍‌

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): କାଲିଠାରୁ ଢେଙ୍କାନାଳ ସହର ୪ ଦିନ ପାଇଁ ଶଟ୍‌ଡାଉନ୍ ରହିବ। ୨୭ ଓ ୨୮ ତାରିଖରେ ଢେଙ୍କାନାଳ ମ୍ୟୁନିସିପାଲିଟି ଅଞ୍ଚଳର ୨୩ଟି ୱାର୍ଡ ସମେତ ପୂରା ସହର ଶଟ୍‌ଡାଉନ୍‌ ରହିବ। ଅନ୍ୟପକ୍ଷରେ ୨୯ ଓ ୩୦ ତାରିଖ ହେଉଛି ସପ୍ତାହାନ୍ତ ଶଟ୍‌ଡାଉନ୍‌।


କରୋନା ସଂକ୍ରମଣ ରୋକିବା ପାଇଁ ଢେଙ୍କାନାଳ ସହରକୁ ଶଟ୍‌ଡାଉନ୍ ଘୋଷଣା କରାଯାଇଛି। ଆଜି ଆସିଥିବା ରିପୋର୍ଟରୁ ଢେଙ୍କାନାଳ ଜିଲ୍ଲାରୁ ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରେ ଢେଙ୍କାନାଳ ମ୍ୟୁନିସିପାଲିଟି ଅଞ୍ଚଳର ୧୬ ଜଣ ଅଛନ୍ତି। ସେମାନଙ୍କ ମଧ୍ୟରୁ ଦକ୍ଷିଣକାଳି ଅଞ୍ଚଳର ୧୧ ଜଣ ଥିବା ବେଳେ ହାଟରୋଡ୍‌ରୁ ୩, କ୍ୟାଲଟାକ୍ସରୁ ଜଣେ ଓ କାରିଗରସାହିରୁ ଜଣେ ଅଛନ୍ତି।


ଢେଙ୍କାନାଳ ଜିଲ୍ଲାରେ ୧୨୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୨୭ ଜଣ ସୁସ୍ଥ ହୋଇସାରିଲେଣି। ୩୬୭ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ୨ ଜଣଙ୍କ ମୃତ୍ୟୁ ଘଟିଛି।

The post କାଲିଠୁ ଏହି ସହର ଶଟ୍‌ଡାଉନ୍‌ appeared first on Odisha Reporter.



from Odisha Reporter https://ift.tt/34ykHvT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages