ଏଏସ୍‌ଆଇଙ୍କୁ ଗୁଳି କରି ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 31, 2020

ଏଏସ୍‌ଆଇଙ୍କୁ ଗୁଳି କରି ହତ୍ୟା

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲମାନେ ବର୍ବରକାଣ୍ଡ ଘଟାଇଛନ୍ତି। ଜଣେ ପୁଲିସ ଏଏସ୍‌ଆଇଙ୍କୁ ହତ୍ୟା କରିଛନ୍ତି। ତାଙ୍କ ନାଁ ନଗେୟା କର୍ସା।

ଏଏସ୍‌ଆଇ ନଗେୟା  କିଛି ଦିନ ହେବ ଛୁଟିରେ ଯାଇଥିଲେ। ଗତକାଲି  ସେ ଚାକିରିରେ ଯୋଗ ଦେବାକୁ କୁଟୁର ଥାନାକୁ ଫେରୁଥିଲେ। ଏହି ସମୟରେ ନକ୍ସଲମାନ ତାଙ୍କୁ ଅପହରଣ କରି ନେଇଥିଲେ।
ଆଜି ବିଜାପୁର ଜିଲ୍ଲାର ତେନ୍ତୁଲନାର ଗାଁ ନିକଟ ରାସ୍ତା ଉପରେ ASIଙ୍କୁ ଗୁଳିକରି ହତ୍ୟା କରି ଚାଲି ଯାଇଥିଲେ ନକ୍ସଲ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

The post ଏଏସ୍‌ଆଇଙ୍କୁ ଗୁଳି କରି ହତ୍ୟା appeared first on Odisha Reporter.



from Odisha Reporter https://ift.tt/2G7UZnH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages