ସମ୍ବଲପୁର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ବୁର୍ଲା ଭିସୁଟ୍କୁ ୪ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ଆଜିଠୁ ଏହି କଟକଣା ଲାଗୁ ହୋଇଥିବା ବେଳେ ମଙ୍ଗଳବାର ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଏନେଇ ଭିସୁଟ କୁଳପତି ଘୋଷଣା କରିଥିବା ଜଣାଯାଇଛି।
ଏହି ସମୟରେ ଭିସୁଟ କ୍ୟାମ୍ପସକୁ ସମ୍ବୂର୍ଣ୍ଣ ସାନିଟାଇଜ୍ କରାଯିବ ବୋଲି କହିଲେ କୁଳପତି।
The post ଆଜିଠୁ ଭିସୁଟ୍ ବନ୍ଦ appeared first on Odisha Reporter.
from Odisha Reporter https://ift.tt/3j7iPyB
No comments:
Post a Comment