ବାଲେଶ୍ୱର ଶଟଡାଉନ୍‌ ନିଷ୍ପତ୍ତିକୁ ବିରୋଧ; ୨ ସଂଘ ମୁହାଁମୁହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 30, 2020

ବାଲେଶ୍ୱର ଶଟଡାଉନ୍‌ ନିଷ୍ପତ୍ତିକୁ ବିରୋଧ; ୨ ସଂଘ ମୁହାଁମୁହିଁ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱରରେ ପୁଣିଥରେ ଶଟଡାଉନ୍‌ ଲାଗୁ କରିବା ନିଷ୍ପତ୍ତିକୁ ନେଇ ୨ ବ୍ୟବସାୟିକ ସଂଘ ମୁହାଁମୁହିଁ ହୋଇଛନ୍ତି। ଶଟଡାଉନ୍‌ ନିଷ୍ପତ୍ତିକୁ ବାଲେଶ୍ୱର ଚାମ୍ବର ଅଫ ଇଣ୍ଡଷ୍ଟ୍ରି ଆଣ୍ଡ୍ କମର୍ସ (BCIC)  ସମର୍ଥନ କରିଥିବା ବେଳେ  ବିରୋଧ କରିଛି କପଡା ଦୋକାନୀ ସଂଘ । ତେବେ ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ  କୌଣସି ବିବୃତି ପ୍ରକାଶ ପାଇନାହିଁ।

ବାଲେଶ୍ୱର ଚାମ୍ବର ଅଫ ଇଣ୍ଡଷ୍ଟ୍ରି ଆଣ୍ଡ୍ କମର୍ସ (BCIC)  ନେତୃତ୍ୱରେ ୧୫ଟି ବ୍ୟବସାୟୀ ସଂଘ ଏକତ୍ରିତ ହୋଇ ଆଜିଠାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ସନ୍ଧ୍ୟା ୭ଟାରୁ ଦୋକାନବଜାର ବନ୍ଦ କରିବାକୁ ନିଷ୍ପତି ନେଇଥିଲେ।  ହେଲେ ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ  କୌଣସି ବିବୃତି ପ୍ରକାଶ ପାଇନାହିଁ। ତେବେ BCICର ଏ ନିଷ୍ପତିକୁ ଖୋଲାଖୋଲି ବିରୋଧ କରିଛି ଟେକ୍ସଟାଇଲ ସଂଘ ।

ଏପରିକି ଯଦିବି ଜିଲ୍ଲା ପ୍ରଶାସନ ବନ୍ଦ ସପକ୍ଷରେ ଯାଆନ୍ତି ତାହେଲେ ମଧ୍ୟ ସେମାନେ ବିରୋଧ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

The post ବାଲେଶ୍ୱର ଶଟଡାଉନ୍‌ ନିଷ୍ପତ୍ତିକୁ ବିରୋଧ; ୨ ସଂଘ ମୁହାଁମୁହିଁ appeared first on Odisha Reporter.



from Odisha Reporter https://ift.tt/2SdB6yn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages