୨ ସେପ୍ଟେମ୍ବର, ବୁଧବାର: ଚାହୁଁଥିବା ସୁଯୋଗ ପାଇବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 1, 2020

୨ ସେପ୍ଟେମ୍ବର, ବୁଧବାର: ଚାହୁଁଥିବା ସୁଯୋଗ ପାଇବେ

ମେଷ: ସମାଜରେ ମାନ-ସମ୍ମାନ ବଢ଼ିବ। ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। ମାନସିକ ଦୁଃଶ୍ଚିନ୍ତା ଦୂର ହେବ।

ବୃଷ: କୌଣସି କାର୍ଯ୍ୟରୁ ମାନସିକ ଶାନ୍ତି ମିଳିବ। ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ। ଅନେକ କ୍ଷେତ୍ରରେ ସ୍ୱାଭିମାନ ରକ୍ଷାକରି ପ୍ରଶଂସିତ ହେବେ।

ମିଥୁନ: ଗୁରୁଜନଙ୍କ ଆଶୀର୍ବାଦ ବହୁ କ୍ଷେତ୍ରରେ ସୁରକ୍ଷା ଦେବ। ଅବହେଳିତ ଲୋକଙ୍କ ସହ ମିଳାମିଶା କରି ପ୍ରଶଂସିତ ହେବେ। ପାଠପଢ଼ାରେ ଅଧିକ ପରିଶ୍ରମ କରିବା ଆବଶ୍ୟକ।

କର୍କଟ: ପରୀକ୍ଷାରେ ସଫଳ ହେବେ। ବ୍ୟବସାୟରେ ଉଧାର ଦେଇ ଫେରି ପାଇବା କଷ୍ଟକର ହୋଇପଡ଼ିବ। ମାଦକ ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

ସିଂହ: ଶାରୀରିକ କଷ୍ଟ ଦୂରେଇ ଯିବ। ଜମିବାଡ଼ି ସମ୍ବନ୍ଧୀୟ କେତେ ସମସ୍ୟାର ସମାଧାନ ହୋଇଯିବ। ପାରିବାରିକ ଜୀବନରେ ଆନନ୍ଦ ଉତ୍ସାହ ବୃଦ୍ଧି ପାଇବ।

କନ୍ୟା: ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ବିଜୟ ହେବେ। ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଯିବ। ଶତ୍ରୁ ସାମ୍ନାକୁ ଆସିବେ ନାହିଁ। ଧନପ୍ରାପ୍ତି ହେବ।

ତୁଳା: ଚାହୁଁଥିବା ସୁଯୋଗ ପାଇବେ। ଉଚ୍ଚ ଆଶା ସଫଳ ହେବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ଆନନ୍ଦ ଲାଭ କରିବେ।

ବିଛା: ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବା। ମାନସିକ ଦୁଃଶ୍ଚିନ୍ତା ଦୂର ହେବ। ନୂତନ କାର୍ଯ୍ୟ ଆରମ୍ଭ କରିବାର ସୁଯୋଗ ମିଳିବ।

ଧନୁ: ଅଧାରେ ରହିଯାଇଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ବ୍ୟବସାୟରେ ଭଲ ଲାଭ ମିଳିବ। ସରକାରୀ କର୍ମଚାରୀମାନେ ପ୍ରଶଂସା ପାଇବେ।

ମକର: କୌଣସି ଖବର ପାଇ ଖୁସି ହେବେ। କୌଣସି ଅସହାୟ ବ୍ୟକ୍ତି ସାହାଯ୍ୟ ମାଗିଲେ ମନା କରନ୍ତୁ ନାହିଁ। କାର୍ଯ୍ୟସ୍ଥଳରେ ଶତ୍ରୁମାନେ ଭୟ କରିବେ।

କୁମ୍ଭ: ଶିକ୍ଷା କ୍ଷେତ୍ରରେ ପ୍ରଶଂସା ପାଇବେ। ପରିବାର ସଦସ୍ୟଙ୍କ ସ୍ନେହ ଓ ଶ୍ରଦ୍ଧା ବୃଦ୍ଧି ପାଇବ। ନୂତନ ବ୍ୟବସାୟ ପାଇଁ ଯୋଜନା କରିବେ।

ମୀନ: ଶୁଭ ସମାଚାର ଶୁଣିବାକୁ ମିଳିବ। ବିବାଦୀୟ ମାମଲାରେ ସଫଳତା ମିଳିପାରେ। ଅଫିସ୍‌ରେ ଉଚ୍ଚକର୍ତ୍ତୃପକ୍ଷ ପ୍ରଶଂସା କରିବେ।

The post ୨ ସେପ୍ଟେମ୍ବର, ବୁଧବାର: ଚାହୁଁଥିବା ସୁଯୋଗ ପାଇବେ appeared first on Odisha Reporter.



from Odisha Reporter https://ift.tt/3ju3YOC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages