ଡିଜିଟାଲ ପ୍ଲାଟଫର୍ମରେ ବିଜେପି କରିବ ଜନ ଆନ୍ଦୋଳନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 2, 2020

ଡିଜିଟାଲ ପ୍ଲାଟଫର୍ମରେ ବିଜେପି କରିବ ଜନ ଆନ୍ଦୋଳନ

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ବଗଲା ଧର୍ମଶାଳା ବିକ୍ରି ଅଭିଯୋଗ ପ୍ରସଙ୍ଗ ନେଇ ରାଜ୍ୟ ବିଜେପି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଏକ ଜନ ଆନ୍ଦୋଳନ କରିବାକୁ ଯାଉଛି। ଡିଜିଟାଲ ପ୍ଲାଟଫର୍ମରେ ସାଧାରଣ ଲୋକେ ଧର୍ମଶାଳା ଜମି ବିକ୍ରି ନେଇ ପ୍ରତିବାଦ କରିପାରିବେ।

ଡିଜିଟାଲ ପ୍ଲାଟଫର୍ମରେ ପ୍ରତିବାଦ ପାଇଁ ଏକ ଆପ୍ ତିଆରି କରାଯାଇଛି। ଏହି ଆପ୍‌କୁ ଯାଇ ଯେକୌଣସି ବ୍ୟକ୍ତି ଅନଲାଇନ୍‌ ପିଟିସନ୍ ଦାଖଲ କରିପାରିବେ । ଆଜି ପୂର୍ବାହ୍ନ ୧୧ଟାରେ ଏହି ଆପ୍‌ର ଉନ୍ମୋଚନ କରାଯିବା ନେଇ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।

The post ଡିଜିଟାଲ ପ୍ଲାଟଫର୍ମରେ ବିଜେପି କରିବ ଜନ ଆନ୍ଦୋଳନ appeared first on Odisha Reporter.



from Odisha Reporter https://ift.tt/34YGgGf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages