ହାଇଦ୍ରାବାଦ: ବେଶ୍ ଜଣାଶୁଣା ତେଲୁଗୁ ଅଭିନେତା ଜୟପ୍ରକାଶ ରେଡ୍ଡୀଙ୍କ ପରଲୋକ ହୋଇଯାଇଛି। ଆଜି ସକାଳେ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରରେ ହୃଦ୍ଘାତରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା।
ଫିଲ୍ମ ‘ବ୍ରହ୍ମପୁତ୍ରୁଡୁ’ରୁ କ୍ୟାରିୟର ଆରମ୍ଭ କରିଥିବା ଜୟପ୍ରକାଶ ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି। ବିଶେଷ କରି ତାଙ୍କ କମେଡି ରୋଲ୍ ଭାରି ଭଲ ଲାଗେ।
Telugu cinema and theatre has lost a gem today with the demise of Jayaprakash Reddy Garu. His versatile performances over several decades have given us many a memorable cinematic moments. My heart goes out to his family and friends in this hour of grief. #JayaPrakashReddy pic.twitter.com/gOCfffmQjP
— N Chandrababu Naidu #StayHomeSaveLives (@ncbn) September 8, 2020
The post ଅଭିନେତା ଜୟପ୍ରକାଶଙ୍କ ପରଲୋକ appeared first on Odisha Reporter.
from Odisha Reporter https://ift.tt/3h8m1bq
No comments:
Post a Comment