ରାସ୍ତା ଉପରେ ପଡ଼ିଛି ଶିଶୁର କଟାମୁଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 16, 2020

ରାସ୍ତା ଉପରେ ପଡ଼ିଛି ଶିଶୁର କଟାମୁଣ୍ଡ

ଅନୁଗୋଳ(ବିରଜା ପ୍ରସାଦ ଦାସ): ଅନୁଗୋଳ ଥାନା ଅନ୍ତର୍ଗତ ମିଶ୍ରପଡ଼ା ଛକଠାରୁ ଅଳ୍ପ ଦୂରରେ ରାସ୍ତା ଉପରେ ଶିଶୁର କଟାମୁଣ୍ଡ ପଡିଥିବାର ଏକ ଅଭାବନୀୟ ଦୃଶ୍ୟ ସାମନାକୁ ଆସିଛି । ତେବେ କେଉଁ ପରିସ୍ଥିତିରେ ଏକ ଶିଶୁର କଟାମୁଣ୍ଡ ସେଠାକୁ ଆସିଲା ତାହା ଜଣା ପଡ଼ି ନାହିଁ।

ଆଜି ସକାଳୁ ସ୍ଥାନୀୟ ଲୋକେ ରାସ୍ତା ଉପରେ ଏକ ଶିଶୁର କଟାମୁଣ୍ଡ ପଡିଥିବା ଦେଖିବାକୁ ପାଇଥିଲେ । ହେଲେ ଶିଶୁଟିର ଶରୀର ଆଖପାଖରେ କେଉଁଠି ଦେଖିବାକୁ ମିଳି ନ ଥିଲା। ଏନେଇ ସ୍ଥାନୀୟ ଲୋକେ  ଅନୁଗୋଳ ଥାନାକୁ ଖବର ଦେଇଥିଲେ ମଧ୍ୟ ପୋଲିସ  ପହଞ୍ଚି ନ ଥିବା ଜଣାଯାଇଛି।

The post ରାସ୍ତା ଉପରେ ପଡ଼ିଛି ଶିଶୁର କଟାମୁଣ୍ଡ appeared first on Odisha Reporter.



from Odisha Reporter https://ift.tt/2H8lU3s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages