ବନ୍ଧା ହେଲା ବୟଫ୍ରେଣ୍ଡ, ଆଉ ୩ ହାତରେ ବି ପଡ଼ିଲା ହାତକଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 26, 2020

ବନ୍ଧା ହେଲା ବୟଫ୍ରେଣ୍ଡ, ଆଉ ୩ ହାତରେ ବି ପଡ଼ିଲା ହାତକଡ଼ି

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ବହୁ ଚର୍ଚ୍ଚିତ ରାଉରକେଲାର ଗଣଦୁଷ୍କର୍ମ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ଛେଣ୍ଡ ଥାନା ପୁଲିସ l ସେପ୍ଟେମ୍ବର ୧୫ ତାରିଖ ରାତିରେ ହୋଇଥିଲା ଏହି ଗଣଦୁଷ୍କର୍ମ l ଦୁଇଟି ବୋଲେରୋରେ ଯୁବତୀଙ୍କୁ ନେଇ ରାଉରକେଲା ଆସିଥିଲେ ଅଭିଯୁକ୍ତ। ପରେ ଯୁବତୀଙ୍କୁ ପ୍ରଲୋଭନ ଦେଖାଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା l

ଗିରଫ ୪ ଯୁବକ ମାନଙ୍କ ମଧ୍ୟରୁ ଜଣେ ହେଉଛି ତାର ପୁରୁଷ ବନ୍ଧୁ l ପୁରୁଷ ବନ୍ଧୁ ଯୁବତୀକୁ ବିବାହର ପ୍ରଲୋଭନ ଦେଖାଇ ବହୁବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି l ଗିରଫ ୪ ଯୁବକ ମାନଙ୍କ ନାମରେ ପୂର୍ବରୁ ମାମଲା ମଧ୍ୟ ରହିଛି l ପୁଲିସ ଏମାନଙ୍କ ଠାରୁ ଦୁଇଟି ବୋଲେରୋ, ତିନୋଟି ମୋବାଇଲ ଜବତ କରିଛି।

The post ବନ୍ଧା ହେଲା ବୟଫ୍ରେଣ୍ଡ, ଆଉ ୩ ହାତରେ ବି ପଡ଼ିଲା ହାତକଡ଼ି appeared first on Odisha Reporter.



from Odisha Reporter https://ift.tt/3mQH4Dr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages