ମହାନଦୀରେ ଫସିଗଲେ ହାତୀପଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 11, 2020

ମହାନଦୀରେ ଫସିଗଲେ ହାତୀପଲ

ଆଠଗଡ଼(ଓଡ଼ିଶା ରିପୋର୍ଟର): ମୁଣ୍ଡଳୀ ନିକଟ ମହାନଦୀ ମଝି ପଠାରେ ଫସି ରହିଛନ୍ତି ହାତୀପଲ।  ଗତରାତିରେ ଚନ୍ଦକା ଜଙ୍ଗଲକୁ ଫେରୁଥିବା ବେଳେ ଫସି ଯାଇଥିବା ସନ୍ଦେହ କରାଯାଉଛି।

ଏହି ହାତୀପଲରେ ୧୮ରୁ ୨୦ଟି ହାତୀ ଥିବା ବେଳେ ସେମାନେ ଆଠଗଡ଼ର ସୁକାସନ ଜଙ୍ଗଲରୁ ଚନ୍ଦକା ଜଙ୍ଗଲକୁ ଫେରୁଥିଲେ। ହେଲେ ମହାନଦୀର ଦାସପୁର ଘାଟରୁ ଭଗିପୁର ଆଡକୁ ଯିବାବେଳେ ଅଧିକ ପାଣି ହେତୁ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇପାରି ନ ଥିବା ବେଳେ ବନ କର୍ମଚାରୀ ସେମାନଙ୍କ ଉପରେ ନଜର ରଖିଛନ୍ତି।

The post ମହାନଦୀରେ ଫସିଗଲେ ହାତୀପଲ appeared first on Odisha Reporter.



from Odisha Reporter https://ift.tt/32ovMOs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages