ସ୍କୁଟିରେ ନେଉଥିଲେ, ଧରା ପଡ଼ିଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 30, 2020

ସ୍କୁଟିରେ ନେଉଥିଲେ, ଧରା ପଡ଼ିଗଲେ

ଆଳି(ବନମାଳି ସାହୁ): କେନ୍ଦ୍ରାପଡା ଜିଲ୍ଲା ପତ୍ରପୁର ବ୍ରିଜ  ନିକଟରୁ ସ୍କୁଟିରେ ଯାଉଥିବା ଜଣେ ଯୁବକଙ୍କ ନିକଟରୁ ୨ ଲକ୍ଷ ଟଙ୍କାର ବ୍ରାନସୁଗର ଜବତ କରିଛି ପୁଲିସ୍‌। ବ୍ରାଉନସୁଗର ଧରି ସ୍କୁଟିରେ ଯୁବକଜଣକ ପଟ୍ଟାମୁଣ୍ଡାଇରୁ ଆଳି ଆସୁଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ପୁଲିସ୍‌ ଜଗି ରହିଥିଲା।

ଏହାପରେ ପତ୍ରପୁର ବ୍ରିଜ ନିକଟରେ ଯୁବକଙ୍କୁ ଅଟକାଇ ସ୍କୁଟି ଯାଞ୍ଚ କରିବା ସମୟରେ ପାଇଲା ୨ ଲକ୍ଷ ଟଙ୍କାର ବ୍ରାଉନସୁଗର। ବ୍ରାଉନସୁଗର ଜବତ ସହ ଯୁବକଙ୍କୁ ଗିରଫ କରିଛି ପୋଲିସ ।

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲାରୁ ଏତେ ଟଙ୍କାର ବ୍ରାଉନସୁଗର ଜବତ ଘଟଣା ପ୍ରଥମ ହୋଇଥିବା ବେଳେ ଏହା ପଛର ରାକେଟକୁ ଧରିବାକୁ ଖୋଳତାଡ଼ ଜାରି ରଖିଛି ପୁଲିସ୍‌।

The post ସ୍କୁଟିରେ ନେଉଥିଲେ, ଧରା ପଡ଼ିଗଲେ appeared first on Odisha Reporter.



from Odisha Reporter https://ift.tt/3ieqnOJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages