ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): କୃଷି ବିଲ୍କୁ ବିରୋଧ କଲା ବିଜେଡି। ଆଜି ରାଜ୍ୟସଭାରେ ଏହି ବିଲ୍କୁ ବିରୋଧ କରିଛି ଦଳ। ରାଜ୍ୟସଭାରେ ଆଲୋଚନା ବେଳେ ଏହି ବିଲ୍କୁ ବିରୋଧ କରିଥିଲେ ବିଜେଡି ସାଂସଦ ଅମର ପଟ୍ଟନାୟକ। ସେ କହିଥିଲେ, ଏହି ବିଲ୍ରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସୁରକ୍ଷା ନେଇ କିଛି ବ୍ୟବସ୍ଥା ନାହିଁ। ଏହା ସହ ଏହି ବିଲ୍କୁ ସିଲେକ୍ଟ କମିଟି ପାଖକୁ ପଠାଇବାକୁ ସେ ଦାବି କରିଥିଲେ।
The post କୃଷି ବିଲ୍କୁ ବିରୋଧ କଲା ବିଜେଡି appeared first on Odisha Reporter.
from Odisha Reporter https://ift.tt/3iOigtx
No comments:
Post a Comment