୫ ସେପ୍ଟେମ୍ବର, ଶନିବାର: ସମସ୍ତ କାର୍ଯ୍ୟରେ ସଫଳତା ପାଇବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 4, 2020

୫ ସେପ୍ଟେମ୍ବର, ଶନିବାର: ସମସ୍ତ କାର୍ଯ୍ୟରେ ସଫଳତା ପାଇବେ

ମେଷ: ସରକାରୀ କାମରେ ସଫଳତା ମିଳିବ। ସାଂସାରିକ ଜୀବନରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ସୁଖ ପାଇବେ। କୌଣସି ମିତ୍ରଙ୍କୁ ସହାୟତାର ହାତ ବଢ଼ାଇବେ।

ବୃଷ: ବିଗିଡ଼ି ଯାଇଥିବା କାର୍ଯ୍ୟ ସଂପନ୍ନ ହେବ। ଉଧାର ଦେଇଥିବା ଟଙ୍କା ମିଳିଯିବ। ଅନ୍ୟମାନଙ୍କ ପ୍ରତି ଉଦାର ହେବେ।

ମିଥୁନ: ସମାଜରେ ମାନସମ୍ମାନ ବଢ଼ିବ। ସୁସ୍ଥ ରହିବେ ଓ ମନ ଶାନ୍ତ ରହିବ। ଘରକୁ କିଛି ନୂଆ ବସ୍ତୁ କିଣି ଆଣିପାରନ୍ତି।

କର୍କଟ: ସାମାଜିକ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ। ପୈତୃକ ସମ୍ପତ୍ତି ସମ୍ବନ୍ଧୀୟ ସମସ୍ୟା ଦୂର ହେବ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା କୌଣସି କାର୍ଯ୍ୟ ସଂପୂର୍ଣ୍ଣ କରାଇବେ।

ସିଂହ: ସାହିତ୍ୟ ପ୍ରତି ମନ ବଳାଇବେ। ଅସୁସ୍ଥ ଅନୁଭବ କରିପାରନ୍ତି। ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା: ନିଜର କ୍ଷମତା ଓ ଯୋଗ୍ୟତାକୁ ବେଶ୍ ଭଲ ଭାବେ ଉପଯୋଗ କରିବେ। ପୁରୁଣା ମିତ୍ରଙ୍କ ଠାରୁ ସୁସମ୍ବାଦ ପ୍ରାପ୍ତି ହେବ। ଦୁଃଶ୍ଚିନ୍ତା ଦୂର ହେବ।

ତୁଳା: ସମ୍ପତ୍ତି ସମ୍ବନ୍ଧୀୟ ଶୁଭ ସମାଚାର ଶୁଣିବାକୁ ମିଳିବ। ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ଲାଭବାନ ହେବେ। ଶତ୍ରୁ ସାମ୍ନାକୁ ଆସିବେ ନାହିଁ।

ବିଛା: ସମାଜରେ ଥିବା ପତିଆରା ବଜାୟ ରହିବ। କାର୍ଯ୍ୟ କ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବେ। ଉଚ୍ଚ ଅଧିକାରୀ ଓ ସହକର୍ମୀଙ୍କ ସହ ଥିବା ବିବାଦ ଦୂର ହୋଇଯିବ।

ଧନୁ: ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ବକେୟା ଅର୍ଥ ପ୍ରାପ୍ତି ହେବ। ଶିକ୍ଷା କ୍ଷେତ୍ରରେ ପ୍ରଶଂସା ପାଇବେ।

ମକର: ସନ୍ତାନଙ୍କ ସଂପର୍କରେ କୌଣସି ଖବର ଶୁଣି ଖୁସି ହେବେ। ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ଶତ୍ରୁମାନେ ମିତ୍ରଭଳି ଆଚରଣ କରିବେ।

କୁମ୍ଭ: ଘରକୁ କୌଣସି ବନ୍ଧୁ ଆସିପାରନ୍ତି। ବ୍ୟବସାୟରେ ଭଲ ଲାଭ ମିଳିବ। ଶରୀର ସୁସ୍ଥ ରହିବା ସହ ଆର୍ଥିକ ସ୍ଥିତି ସୁଧୁରିଯିବ।

ମୀନ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ନୂଆ ଜାଗା କିଣିବା ପାଇଁ ଯୋଜନା କରିପାରନ୍ତି।

The post ୫ ସେପ୍ଟେମ୍ବର, ଶନିବାର: ସମସ୍ତ କାର୍ଯ୍ୟରେ ସଫଳତା ପାଇବେ appeared first on Odisha Reporter.



from Odisha Reporter https://ift.tt/3i2D6Vo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages