ଚୋରି କରୁ କରୁ ଧରାପଡ଼ିଲେ, ବନ୍ଧା ହେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 2, 2020

ଚୋରି କରୁ କରୁ ଧରାପଡ଼ିଲେ, ବନ୍ଧା ହେଲେ

ନିଳଗିରି(ବିଶ୍ୱମ୍ବର ଦାସ): ଇଲେକ୍ଟ୍ରି ବଲ୍ ଚୋରି କରୁ କରୁ ଧରା ପଡ଼ିଗଲେ ଯୁବକ। ଗାଁ ଲୋକେ ତାଙ୍କୁ ନିସ୍ତୁକ ମାଡ଼ ମାଡ଼ିବା ସହ ଗତ ରାତିଠୁ ଦୋକାନ ଖୁଣ୍ଟରେ ବାନ୍ଧି ପକାଇଛନ୍ତି।  ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ନ  ଥିବା ବେଳେ ଘଟଣାର ସମାଧାନ ହୋଇ ନ ଥିବା ଜଣାଯାଇଛି। ଏପରି ଘଟଣା ଗତ ରାତିରେ ବାଲେଶ୍ଵରର ଜିଲା ଔପଦା ବ୍ଲକ ବାଉଁଶବଣିଆ ପଞ୍ଚୟତ ବାଉଁଶବଣିଆ ଛକରେ ଘଟିଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ଯୁବକଜଣକ ଛକରେ ଥିବା ଦୋକାନମାନଙ୍କରେ ଲାଗିଥିବା ଇଲେକ୍ଟ୍ରି ବଲ୍‌  ଚୋରି କରୁଥିବା ଦେଖି ସେମାନେ ତାଙ୍କୁ କାବୁ କରି ନେଇଥିଲେ। ପରେ ତାଙ୍କୁ ଗତ ରାତିଠୁ ଏବେ ଯାଏ ଛକର ଏକ ଦୋକାନ ଖୁଣ୍ଟରେ ବାନ୍ଧି ପକାଇଛନ୍ତି।  ସମ୍ପୃକ୍ତ ଯୁବକଙ୍କ ପରିବାର ଲୋକ ଖବର ପାଇ ଘଟଣା ସ୍ଥଳରେ ଘରଲୋକ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ଘଟଣାର ସମାଧାନ ହୋଇ ନ ଥିବା ଜଣାଯାଇଛି।

The post ଚୋରି କରୁ କରୁ ଧରାପଡ଼ିଲେ, ବନ୍ଧା ହେଲେ appeared first on Odisha Reporter.



from Odisha Reporter https://ift.tt/3gUfcKy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages