ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ବରିଷ୍ଠ ଅଧିକାରୀ । Director Of Factories and Boilers Odisha ର ଡେପୁଟି ଡାଇରେର ରମେଶ ଚନ୍ଦ୍ର ବେହେରାଙ୍କ ଭୁବନେଶ୍ୱରସ୍ଥିତ ଘରେ ଚାଲିଛି ଭିଜିଲାନ୍ସ ଚଢାଉ ।
ରମେଶଙ୍କ ଅଫିସ୍ ସମେତ ୬ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ଭୁବନେଶ୍ୱର, କଟକ, ଯାଜପୁର, ପୁଡୁଚେରୀରେ ଥିବା ଘରେ ରେଡ୍ ଚାଲିଛି। ରମେଶ ସପରିବାରେ ବହୁବାର ବିଦେଶ ଗସ୍ତ କରିଥିବା ନେଇ ମଧ୍ୟ ସୂଚନା ମିଳିଛି।
The post ବରିଷ୍ଠ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ appeared first on Odisha Reporter.
from Odisha Reporter https://ift.tt/32Mcyl2
No comments:
Post a Comment