ପାଲଲହଡ଼ା ବିଧାୟକଙ୍କୁ କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 20, 2020

ପାଲଲହଡ଼ା ବିଧାୟକଙ୍କୁ କରୋନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲା ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ଫେସ୍‌ବୁକ୍‌ରେ ସେ ଏହି ସୂଚନା ଦେଇଛନ୍ତି।

ବିଧାୟକ ଶ୍ରୀ ପାଲ୍ ଲେଖିଛନ୍ତି ଯେ କୌଣସି ପ୍ରକାର ଲକ୍ଷଣ ଦେଖାଯାଉ ନଥିଲେ ହେଁ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ଏବେ ଘରେ ସଙ୍ଗରୋଧରେ ଅଛନ୍ତି।

ଏହା ସହିତ ତାଙ୍କର ସମସ୍ତ କର୍ମଚାରୀ ତଥା ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ଯଥାଶୀଘ୍ର ଟେଷ୍ଟ୍ କରାଇ ନେବାକୁ ବିଧାୟକ ମୁକେଶ କୁମାର ପାଲ୍ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

I have been tested positive for #covid19.Although i don't have any symptoms. I am at home isolation. I have requested all my staff and each one who came in contact to get them tested as soon as possible.

Mukesh kumar pal यांनी वर पोस्ट केले रविवार, २० सप्टेंबर, २०२०

The post ପାଲଲହଡ଼ା ବିଧାୟକଙ୍କୁ କରୋନା appeared first on Odisha Reporter.



from Odisha Reporter https://ift.tt/2RKUT8h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages