‘ପୂର୍ଣ୍ଣିମା ବଢ଼ାଉଛି ସମସ୍ୟା, ଖସୁ ନାହିଁ ପାଣି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 1, 2020

‘ପୂର୍ଣ୍ଣିମା ବଢ଼ାଉଛି ସମସ୍ୟା, ଖସୁ ନାହିଁ ପାଣି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ଣ୍ଣିମା ଯୋଗୁ ପାଣି ଖସୁ ନାହିଁ। ଯାହାଫଳରେ ବନ୍ୟା ଦୁର୍ଗତଙ୍କ ସମସ୍ୟା ବଢୁଛି। ଆଜି ଏହି ସୂଚନା ଦେଇଛନ୍ତି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ।

ସେ କହିଛନ୍ତି ଯେ, ସମୁଦ୍ରର ଜୁଆର ପାଣିକୁ ଠେଲିକି ରଖିଛି। ପୂର୍ଣ୍ଣିମା ପରେ ପରିସ୍ଥିତିରେ ସୁଧାର ଆସିବ।

ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଆହୁରି କହିଛନ୍ତି, ହୀରାକୁଦକୁ ଏବେ ୩ ଲକ୍ଷ ୫୯ ହଜାର କ୍ୟୁସେକ ଜଳ ପଶୁଛି ଏବଂ ୨୪ଟି ଗେଟ୍ ଜରିଆରେ ୪ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ସେହିପରି କଟକ ମୁଣ୍ଡଳିରେ ୯ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି।

 

The post ‘ପୂର୍ଣ୍ଣିମା ବଢ଼ାଉଛି ସମସ୍ୟା, ଖସୁ ନାହିଁ ପାଣି’ appeared first on Odisha Reporter.



from Odisha Reporter https://ift.tt/2EABWlP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages