ଏଣିକି ବଜାରରେ ମିଳିବ କରୋନା ଔଷଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 12, 2020

ଏଣିକି ବଜାରରେ ମିଳିବ କରୋନା ଔଷଧ

ନୂଆଦିଲ୍ଲୀ: ଏଣିକି ବଜାରରେ ଉପଲବ୍ଧ ହେବ କରୋନା ଔଷଧ। ସାଧାରଣରେ କରୋନା ଔଷଧ ବିକ୍ରି କରିବାକୁ ଅନୁମତି ଦେଇଛି ଡିସିଜିଆଇ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସ୍‌କ୍ରିପ୍‌ସନ୍ ଥିଲେ ବଜାରରୁ କରୋନା ଔଷଧ କିଣି ହେବ ବୋଲି ଡିସିଜିଆଇ କହିଛି।

କେତେକ ସର୍ତ୍ତ ସହିତ ଫେଭିପିରାଭିର୍ ଟାବ୍‌ଲେଟ୍ ଓ ରେମଡେସିଭ୍ ଇଞ୍ଜେକ୍ସନ ବିକ୍ରିକୁ ଅନୁମତି ମିଳିଛି।

The post ଏଣିକି ବଜାରରେ ମିଳିବ କରୋନା ଔଷଧ appeared first on Odisha Reporter.



from Odisha Reporter https://ift.tt/3ipa2I5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages