ପୁରୀରେ ପହଞ୍ଚିଲେ ନାଗା ସାଧୁ , କାହିଁକି ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 26, 2020

ପୁରୀରେ ପହଞ୍ଚିଲେ ନାଗା ସାଧୁ , କାହିଁକି ଜାଣନ୍ତୁ

ପୁରୀ(ଓଡ଼ିଶା ରିପୋର୍ଟର): ଲଙ୍ଗୁଳି ମଠର ଧ୍ୱନୀ ପରମ୍ପରା ବଞ୍ଚାଇ ରଖିବା ଦାବିରେ ଶତାଧିକ ନାଗା ସାଧୁ ପୁରୀରେ ପହଞ୍ଚି ବିକ୍ଷୋଭ କରିଛନ୍ତି। ଗତକାଲି ସନ୍ଧ୍ୟାରେ
ସିଂହଦ୍ୱାରା ସାମ୍ନା ଓ ଲଙ୍ଗୁଳି ମଠ ଆଗରେ ବହୁ ସଂଖ୍ୟାରେ ନାଗାସାଧୁ ବିକ୍ଷୋଭ କରିବା ସହ ଶ୍ରୀକ୍ଷେତ୍ରରେ ସେମାନଙ୍କ ଉପସନା ପୀଠ ଉଚ୍ଛେଦ ଓ ପୂଜାର୍ଚ୍ଚନା ପରମ୍ପରା ବନ୍ଦର ପ୍ରତିବାଦ କରିଥିଲେ।

ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସହ ନାଗା ସାଧୁଙ୍କ ସମ୍ପର୍କ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିଲେ ମଧ୍ୟ ଏବେ ଶ୍ରୀକ୍ଷେତ୍ରରେ ସେମାନଙ୍କ ଉପାସନା ପାଇଁ ସ୍ଥାନ ନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ଏ ଘଟଣାର ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି ନାଗା ସାଧୁ।

The post ପୁରୀରେ ପହଞ୍ଚିଲେ ନାଗା ସାଧୁ , କାହିଁକି ଜାଣନ୍ତୁ appeared first on Odisha Reporter.



from Odisha Reporter https://ift.tt/2G6rWBg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages