କରୋନାରେ ଚାଲିଗଲେ ଖଣ୍ଡଗିରି ଥାନା ଏଏସ୍‌ଆଇ ଶିଶିର ସେଠୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 14, 2020

କରୋନାରେ ଚାଲିଗଲେ ଖଣ୍ଡଗିରି ଥାନା ଏଏସ୍‌ଆଇ ଶିଶିର ସେଠୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାରେ ଗଲା ଆଉ ଜଣେ କୋଭିଡ ଯୋଦ୍ଧାଙ୍କ ଜୀବନ। ସେ ଭୁବନେଶ୍ୱରର ଖଣ୍ଡଗିରି ଥାନାରେ ଏଏସ୍ଆଇ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ନାଁ ଶିଶିର କୁମାର ସେଠୀ।

ଭୁବନେଶ୍ୱର ଡିସିପିଙ୍କ ପକ୍ଷରୁ ଟ୍ୱିଟ୍ କରି ଏ ସଂପର୍କରେ ସୂଚନା ଦିଆଯାଇଛି। ତାଙ୍କ ଭଳି ଜଣେ ଦକ୍ଷ ଅଫିସରଙ୍କୁ ହରାଇଥିବାରୁ କମିଶନରେଟ ପୁଲିସ୍ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ଏହା ସହିତ ତାଙ୍କ ପରିବାର ପାଇଁ ପ୍ରାର୍ଥନା କରିଛନ୍ତି।

ସ୍ୱର୍ଗତ ସେଠୀଙ୍କର ତିନୋଟି ନାବାଳିକା ଝିଅ ଅଛନ୍ତି।

The post କରୋନାରେ ଚାଲିଗଲେ ଖଣ୍ଡଗିରି ଥାନା ଏଏସ୍‌ଆଇ ଶିଶିର ସେଠୀ appeared first on Odisha Reporter.



from Odisha Reporter https://ift.tt/3hqHOv1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages