ଫୁଲ ତୋଳିବାକୁ ଯାଉଥିବା ବେଳେ ପିଟି ଦେଲା କାର୍‌, ଚାଲିଗଲା ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 5, 2020

ଫୁଲ ତୋଳିବାକୁ ଯାଉଥିବା ବେଳେ ପିଟି ଦେଲା କାର୍‌, ଚାଲିଗଲା ଜୀବନ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଫୁଲ ତୋଳିବାକୁ ଯାଉଥିବାବେଳେ କାର୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୫ ଜଣ ଆହତ ହୋଇଛନ୍ତି। ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଆଜି ଭୋର୍‌ରେ ଏହି ଦୁର୍ଘଟଣା ଘଟିଛି।

ମୃତ ମହିଳାଙ୍କ ନାଁ କାଞ୍ଚନ ବେହେରା। ତାଙ୍କ ଘର ଦିଗପହଣ୍ଡିରେ।

କାର୍‌ଟି ବ୍ରହ୍ମପୁରରୁ ଗଜପତି ଯାଉଥିବା ବେଳେ ୬ ଜଣଙ୍କୁ ଧକ୍କା ଦେଇଥିଲା। କାଞ୍ଚନଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଅନ୍ୟ ୫ ଆହତଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 

The post ଫୁଲ ତୋଳିବାକୁ ଯାଉଥିବା ବେଳେ ପିଟି ଦେଲା କାର୍‌, ଚାଲିଗଲା ଜୀବନ appeared first on Odisha Reporter.



from Odisha Reporter https://ift.tt/3btlyQ0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages