ପପୁକୁ ରିଜେକ୍ଟ କରୁଛନ୍ତି ଝିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 29, 2020

ପପୁକୁ ରିଜେକ୍ଟ କରୁଛନ୍ତି ଝିଅ

ପପୁ ଯେଉଁ ଝିଅକୁ ପ୍ରପୋଜ କରୁଛି, ସୋମାନେ ତାକୁ ମାଡ଼ ମାରି ରିଜେକ୍ଟ କରିଦେଉଛନ୍ତି। ତେଣୁ ପପୁ ରାଗିଯାଇ ଜଣେ ସାଧୁଙ୍କ ପାଖକୁ ଗଲା, ଏହାର ଉପାୟ ବାହାର କରିବା ପାଇଁ।

ସେଠାରେ ୩ ଜଣ ସାଧୁ ୩ଟି ଆସନ ପକାଇ ଆଶ୍ରମରେ ବସିଥିଲେ।

ପପୁ- ବାବା ମୋ ଅସୁବିଧାର ଅନ୍ତ କରନ୍ତୁ।

ସାଧୁ- ତୁମର କ’ଣ ସମସ୍ୟା ହୋଇଛି କୁହ।

ପପୁ-ବାବା ଗୋଟିଏ ହେଲେ ବି ଝିଅ ମୋ ପ୍ରେମ ପ୍ରସ୍ତାବରେ ରାଜି ହେଉନାହାନ୍ତି।

ପପୁର ଏହି କଥା ଶୁଣି ବାବା ସେଠାରେ ବସିଥିବା ଛୋଟ ବାବାଙ୍କୁ କହିଲେ, ଆମ ପାଖରେ କାଲିଠାରୁ ଆଉ ଏକ ଆସନ ପକାଇଦିଅ। ଏ ଯୁବକ କାଲିଠାରୁ ଆମ ପାଖରେ ହିଁ ବସିବ….

The post ପପୁକୁ ରିଜେକ୍ଟ କରୁଛନ୍ତି ଝିଅ appeared first on Odisha Reporter.



from Odisha Reporter https://ift.tt/35Klf0B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages