ଗାଡ଼ି ଲୁଟୁଥିଲେ, ଧରାପଡ଼ିଗଲେ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 18, 2020

ଗାଡ଼ି ଲୁଟୁଥିଲେ, ଧରାପଡ଼ିଗଲେ  

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ଗାଡ଼ି ତାଲା ଭାଙ୍ଗି ବିନା ଚାବିରେ ଷ୍ଟାର୍ଟ କରି ଲୁଟି ନେଉଥିଲେ। ଏପରି ତରିକା ଆପଣାଇ ବହୁ ଗାଡ଼ି ଲୁଟ୍‌ କରିଥିବା ଏକ ବାଇକ୍ ଲୁଟେରା ଗ୍ୟାଙ୍ଗକୁ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପୁଲିସ୍‌ ଗିରଫ କରିଥିବା ବେଳେ ୭ଟି ବାଇକ୍‌ ଜବତ କରିଛି।

କଣ୍ଟାବାଞ୍ଜି ପୁଲିସ୍‌ ଦ୍ୱାରା ଏହି ଗ୍ୟାଙ୍ଗର ୩ ଲୁଟେରା ଗିରଫ ହୋଇଛନ୍ତି । ସେମାନଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ରହିଥିବା ତଦନ୍ତରୁ ଜଣାପଡ଼ିଛି ।

ଜବତ ହୋଇଥିବା ବାଇକ୍‌ଗୁଡିକ ତୁରେକେଲା, ବେଳପଡା ଓ ମୁରିବାହାଲ ଅଞ୍ଚଳର ବୋଲି କଣ୍ଟାବାଞ୍ଜି ଥାନା ଅଧିକାରୀ କହିଛନ୍ତି । କିଛି ଦିନ ପୂର୍ବରୁ ଆଉ ଏକ ବାଇକ୍ ଲୁଟେରା ଗ୍ୟାଙ୍ଗ ଧରାପଡିଥିଲା

The post ଗାଡ଼ି ଲୁଟୁଥିଲେ, ଧରାପଡ଼ିଗଲେ   appeared first on Odisha Reporter.



from Odisha Reporter https://ift.tt/3m0EvNX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages