ମହଙ୍ଗା ପଡ଼ିଲା ଜନ୍ମଦିନ ଆୟୋଜନ; ସିଲ୍‌ ହେଲା ବାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 18, 2020

ମହଙ୍ଗା ପଡ଼ିଲା ଜନ୍ମଦିନ ଆୟୋଜନ; ସିଲ୍‌ ହେଲା ବାର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହଙ୍ଗା ପଡ଼ିଲା ବାର୍‌ରେ ଜନ୍ମଦିନ ଆୟୋଜନ। ଭୁବନେଶ୍ୱର ଇନ୍‌ଫୋସିଟି ରୋଡ୍‌ରେ ଥିବା ଏକ ବାର୍‌କୁ ସିଲ୍ କରିଛି କମିଶନରେଟ୍ ପୁଲିସ୍‌। ଏହି ବାର୍‌ରେ ଜନ୍ମଦିନ ପାଳନ ବେଳେ କୋଭିଡ୍ ନିୟମ ସମ୍ପୂର୍ଣ୍ଣ ଭାବେ ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ହୋଇଛି ।

ବାର୍ଥଡେ ପାର୍ଟି ବେଳେ କାହାରି ମୁହଁରେ ମାସ୍କ ନଥିବା ଦେଖିବାକୁ ମିଳିଥିଲା । ସାମାଜିକ ଦୂରତା ମଧ୍ୟ ପାଳନ ହୋଇନଥିଲା । କମିଶନରେଟ୍ ପୋଲିସ ଏହି ଅଭିଯୋଗରେ ରେଡ୍ ପରେ ବାରକୁ ସିଲ୍‌ କରିଛି ।

The post ମହଙ୍ଗା ପଡ଼ିଲା ଜନ୍ମଦିନ ଆୟୋଜନ; ସିଲ୍‌ ହେଲା ବାର୍‌ appeared first on Odisha Reporter.



from Odisha Reporter https://ift.tt/31jfmpT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages