ଦୁଇ ଆତଙ୍କବାଦୀ ନିହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 9, 2020

ଦୁଇ ଆତଙ୍କବାଦୀ ନିହତ

କୁଲଗାମ: ଶନିବାର ସକାଳେ ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ନେଇ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଗତ ସନ୍ଧ୍ୟାରେ ଏହି ଜିଲ୍ଲାର ଚିଙ୍ଗାମରେ ମିଳିତ ଅପରେସନ ଆରମ୍ଭ କରିଥିଲେ ବୋଲି କଶ୍ମୀର ଜୋନ୍ ପୁଲିସ କହିଛି।

ମୃତ ଆତଙ୍କବାଦୀଙ୍କ ପାଖରୁ ଗୋଟିଏ ଏମ4 ରାଇଫଲ ଏବଂ ଗୋଟିଏ ପିସ୍ତଲ ଉଦ୍ଧାର କରାଯାଇଛି ବୋଲି ଶ୍ରୀନଗର ପ୍ରତିରକ୍ଷା ବିଭାଗର ପିଆରଓ କହିଛନ୍ତି। ଏହାପୂର୍ବରୁ ବୁଧବାର ଦିନ ଶୋପିଆନ୍ ଜିଲ୍ଲାର ସୁଗାନ୍ ଜେନାପୋରା ଅଞ୍ଚଳରେ ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦ୍ୱାରା ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

The post ଦୁଇ ଆତଙ୍କବାଦୀ ନିହତ appeared first on Odisha Reporter.



from Odisha Reporter https://ift.tt/3jPQwFh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages