କୂଅରେ ଖସି ପଡ଼ିଲା ଛୁଆ ହାତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 31, 2020

କୂଅରେ ଖସି ପଡ଼ିଲା ଛୁଆ ହାତୀ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ପରିତ୍ତ୍ୟକ୍ତ କୂଅରେ ଖସି ପଡ଼ିଲା ହାତୀ। ବନବିଭାଗ ଏବଂ ଅଗ୍ନିଶମ ସହାୟତାରେ ଶେଷରେ ହାତୀକୁ ଉଦ୍ଧାର କଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ରେଢ଼ାଖୋଲ ବନଖଣ୍ଡ ବଡବାହାଲ ରେଞ୍ଜର ବଡକଷିବାହାଳ ଅଞ୍ଚଳରେ।

ଏକ ହାତୀ ପଲ ଧାନ ଖାଇବାକୁ ଆସିଥିଲା ବେଳେ ଏକ ଛୋଟ ହାତୀ କୂଅ ମଧ୍ୟକୁ ଖସିପଡିଥିଲା। ଏକ ପରିତ୍ୟକ୍ତ କୂଅରେ ପଡ଼ିଯିବାରୁ ହାତୀଟି ଆଉ ବାହାରି ପାରିନଥିଲା। ଶେଷରେ ବନବିଭାଗ, ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି କୂଅରୁ ହାତୀକୁ ଉଦ୍ଧାର କରିଥିଲେ।

The post କୂଅରେ ଖସି ପଡ଼ିଲା ଛୁଆ ହାତୀ appeared first on Odisha Reporter.



from Odisha Reporter https://ift.tt/34MxQRy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages