ପୁରୀ (ଓଡ଼ିଶା ରିପୋର୍ଟର): ପୁରୀର ବ୍ଳୁ ଫ୍ଲାଗ ବିଚ୍ରେ ଦୁଇଦିନିଆ ‘ମୋ ବିଚ୍ ଯୋଗା ଅଭିଜାନ’ ଚାଲିଛି। ଦ୍ୱିତୀୟ ଦିନରେ ଫୁସଫୁସ୍ ଓ ହୃତପିଣ୍ଡ ଜନିତ ସମସ୍ୟାରୁ କେମିତି ମୁକ୍ତି ମିଳିବ? ତାହା ଉପରେ ଯୋଗ ଶିକ୍ଷକମାନେ ଯୋଗାଭ୍ୟାସ କରାଉଛନ୍ତି। ଏଥିରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦେଇଛନ୍ତି।
କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ କୋଭିଡ୍ରେ ଆକ୍ରାନ୍ତ ହୋଇଥିଲେ। ଉଭୟ କୋଭିଡର କଷ୍ଟକୁ ଅତି ନିକଟରୁ ଅନୁଭବ କରିଛନ୍ତି। ଆଜି ପୋଷ୍ଟ କୋଭିଡ୍ ରୋଗାକ୍ରାନ୍ତ ସହ ନିଜେ ଯୋଗାଭ୍ୟାସ କରିଥିଲେ। ପ୍ରାୟ ୨୦୦ ବ୍ୟକ୍ତି ସାମିଲ ହୋଇଥିଲେ। ବିଶେଷ ଏଥିରେ ସେବାୟତ ଓ ବିଭିନ୍ନ ସ୍ତରର ଲୋକମାନେ ସାମିଲ ହୋଇଥିଲେ।
The post ବ୍ଳୁ ଫ୍ଲାଗ ବିଚ୍ରେ ଯୋଗକଲେ ମନ୍ତ୍ରୀ, ବିଧାୟକ, ସେବାୟତ appeared first on Odisha Reporter.
from Odisha Reporter https://ift.tt/37htGmH
No comments:
Post a Comment