ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟର ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ୨୦୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟାଇନ୍ରୁ ୧୧୬୮ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୮୫୧ ରହିଛି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨ ଲକ୍ଷ ୬୮୬ ହଜାର ୩୬୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରିଛି।
Covid-19 Report For 17th October
New Positive Cases: 2019
In quarantine: 1168
Local contacts: 851(Details of local contacts will be shared by concerned District Administration)
District Wise Cases
1. Angul: 129
2. Balasore: 69
3. Bargarh: 77
4. Bhadrak: 41
5. Balangir: 71— I & PR Department, Odisha (@IPR_Odisha) October 18, 2020
ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୩ ଅଛନ୍ତି। ସେହିପରି ଅନୁଗୋଳରୁ ୧୨୯, ବାଲେଶ୍ୱରରୁ ୬୯, ବରଗଡ଼ରୁ ୭୭, ଭଦ୍ରକରୁ ୪୧, ବଲାଙ୍ଗିରରୁ ୭୧, ବୌଦ୍ଧରୁ ୧୨, କଟକରୁ ୧୫୦, ଦେବଗଡ଼ରୁ ୨୦, ଢେଙ୍କାନାଳରୁ ୩୮, ଗଜପତିରୁ ୬, ଗଞ୍ଜାମରୁ ୩୩, ଜଗତସିଂହପୁରରୁ ୬୪, ଯାଜପୁରରୁ ୭୩, ଝାରସୁଗୁଡ଼ାରୁ ୪୩, କଳାହାଣ୍ଡିରୁ ୬୯, କନ୍ଧମାଳରୁ ୩୧, କେନ୍ଦ୍ରାପଡ଼ାରୁ ୬୧, କେନ୍ଦୁଝରରୁ ୫୮, କୋରାପୁଟରୁ ୪୧, ମାଲକାନଗିରିରୁ ୨୦, ମୟୂରଭଞ୍ଜରୁ ୧୧୧, ନବରଙ୍ଗପୁରରୁ ୬୦, ନୟାଗଡ଼ରୁ ୪୦, ନୂଆପଡ଼ାରୁ ୯୦, ପୁରୀରୁ ୩୦, ରାୟଗଡ଼ାରୁ ୨୪, ସମ୍ୱଲପୁରରୁ ୫୨, ସୋନପୁରରୁ ୬୮, ସୁନ୍ଦରଗଡ଼ରୁ ୯୯, ଷ୍ଟେଟ୍ ପୁଲରୁ ୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
The post ଆଜି ୨୦୧୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୮୫୧ ଲୋକାଲ୍ କେସ appeared first on Odisha Reporter.
from Odisha Reporter https://ift.tt/37ky5VM
No comments:
Post a Comment