ଧାନବିଲକୁ ଓଲଟିଲା ବସ୍, ୫ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 13, 2020

ଧାନବିଲକୁ ଓଲଟିଲା ବସ୍, ୫ ଆହତ

ବାଲେଶ୍ୱର: ଧାନବିଲ ଭିତରକୁ ଓଟଲିଗଲା ବସ୍। ଫଳରେ ୫ ଜଣ ଆହତ ହୋଇଛନ୍ତି। ଏମିତି ଏକ ଦୁର୍ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଡିଗିରିବାହୀ ଛକ ନିକଟରେ। କଷାଫଳରୁ ବାଲେଶ୍ୱର ଆସିବା ବାଟରେ ଏହି ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ବସି ରାସ୍ତା କଡ଼ରେ ଥିବା ଧାନବିଲକୁ ଓଲଟି ପଡ଼ିଥିଲା।

ବସରେ ପାଖାପାଖି ୨୦ ଜଣ ଯାତ୍ରୀ ଥିବା କୁହାଯାଉଛି। ତେବେ ଆହତ ହୋଇଥିବା ୫ଜଣଙ୍କ ମଧ୍ୟରେ ଜଣେ ଗର୍ଭବତୀ ଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

The post ଧାନବିଲକୁ ଓଲଟିଲା ବସ୍, ୫ ଆହତ appeared first on Odisha Reporter.



from Odisha Reporter https://ift.tt/3iYcMf1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages