ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ରାଜ୍ୟର ୩୩ ସାଙ୍ଗଠନିକ ଜିଲ୍ଲା ପାଇଁ ସଭାପତିଙ୍କ ନାଁ ଘୋଷଣା କରିଛି କଂଗ୍ରେସ। ଆଜି ସର୍ବ ଭାରତୀୟ କଂଗ୍ରେସ କମିଟି – AICC ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି।
ଭୁବନେଶ୍ୱର ପାଇଁ ବିଶ୍ୱଜିତ ଦାସ, କଟକ ଜିଲ୍ଲା ପାଇଁ ମାନସ ଚୌଧୁରୀ, କଟକ ସହର ପାଇଁ ଗିରିବାଳା ବେହେରା, ଗଞ୍ଜାମ ପାଇଁ ବିଧାୟକ ରମେଶ ଚନ୍ଦ୍ର ଜେନା, କେନ୍ଦ୍ରାପଡ଼ା ପାଇଁ ଅଂଶୁମାନ ମହାନ୍ତି, ଖୋର୍ଦ୍ଧା ପାଇଁ ବିଧାୟକ ସୁରେଶ ରାଉତରାୟ, କୋରାପୁଟ ପାଇଁ ମିନାକ୍ଷୀ ବାହିନୀପତି, ରାଉରକେଲା ପାଇଁ ଜର୍ଜ ତିର୍କୀଙ୍କୁ ଦାୟିତ୍ୱ ଦିଆଯାଇଛି।
The post କଂଗ୍ରେସ ଘୋଷଣା କଲା ଜିଲ୍ଲା ସଭାପତିଙ୍କ ନାଁ, ଜାଣନ୍ତୁ କେଉଁ ଜିଲ୍ଲାରେ କିଏ appeared first on Odisha Reporter.
from Odisha Reporter https://ift.tt/3dEGCnu
No comments:
Post a Comment