ଚଢାଉ ବେଳେ ଫ୍ଲାଇଂ ସ୍କ୍ବାଡ୍ ଉପରେ ଅାକ୍ରମଣ, ୪ ଅାହତ ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ଅଞ୍ଚଳରେ ସୂଚନା ଅନୁଯାୟୀ, ବିରିଡ଼ି ଥାନା ମଧ୍ୟଶାସନରେ ଗତ ରାତିରେ କିଛି ଲୋକ ଭୋଜି କରୁଥତ୍ଲେ ଏନେଇ ଖବର ପାଇ ଅତିରିକ୍ତ ତହସିଲଦାରଙ୍କ ନେତୃତ୍ୱରେ ଏକ ଫ୍ଲାଇଂ ସ୍କ୍ବାଡ୍ ସମ୍ପୃକ୍ତ ସ୍ଥାନରେ ଚଢ଼ାଉ କରିଥତ୍ଲା ଚଢ଼ାଉ ସମୟରେ ଉଭୟ ପକ୍ଷ ମଧ୍ୟରେ ହାତାହାତି ହୋଇଥତ୍ଲା ଏହି ସମୟରେ ଅପରପକ୍ଷର ଅାକ୍ରମଣରେ ଫ୍ଲାଇଂ ସ୍କ୍ବାଡର ୪ଜଣ କର୍ମଚାରୀ ଅାହତ ହୋଇଥିବା ଜଣାପଡିଛି ଏହି ଘଟଣାରେ ସ୍କ୍ବାଡ୍ ପକ୍ଷରୁ ବିରିଡ଼ି ଥାନାରେ ୪୦ରୁ ଅଧିକ ଲୋକଙ୍କ ନାଁରେ ଏତଲା ଦିଅାଯାଇଛି ଏନେଇ ସଦର SDPO ପ୍ରିୟରଞ୍ଜନ ଶତପଥୀଙ୍କ ପକ୍ଷରୁ ସୂଚନା ମିଳିଛି
The post ଚଢାଉ ବେଳେ ଫ୍ଲାଇଂ ସ୍କ୍ବାଡ୍ appeared first on Odisha Reporter.
from Odisha Reporter https://ift.tt/3jxJu7a
No comments:
Post a Comment