ଲାଲ୍‌ବାହିନୀର ବର୍ବର କାଣ୍ଡ; ଇନଫର୍ମର ସନ୍ଦେହରେ ମୁଣ୍ଡ ଗଡ଼ାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 20, 2020

ଲାଲ୍‌ବାହିନୀର ବର୍ବର କାଣ୍ଡ; ଇନଫର୍ମର ସନ୍ଦେହରେ ମୁଣ୍ଡ ଗଡ଼ାଇଲେ

ଚିତ୍ରକୋଣ୍ଡା: ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ବର୍ବର କାଣ୍ଡ ଘଟାଇଛନ୍ତି ଲାଲବାହିନୀ । ଯୋଡ଼ାମ୍ବ ଥାନା ଖଜୁରୀଗୁଡ଼ାରେ  ଜଣେ ସ୍ଥାନୀୟ ବାସିନ୍ଦାଙ୍କୁ ଗଳା କାଟି ହତ୍ୟା କରିଛି ଲାଲ୍ ବାହିନୀ।  ଏହାବ୍ୟତୀତ ଆଉ ୨ ଗ୍ରାମବାସୀଙ୍କୁ ନିର୍ଧୂମ ମାଡ଼ମାରି ଗୁରୁତର ଅବସ୍ଥାରେ  ଛାଡ଼ିଦେଇଥିବା ସୂଚନା ମିଳିଛି । ପୁଲିସ୍‌ ଇନଫର୍ମର ସନ୍ଦେହରେ ନକ୍ସଲ  ଏପରି କରିଥିବା ସନ୍ଦେହ କରାଯାଉଛି ।

ଅପରପକ୍ଷେ ବିଏସ୍‌ଫ୍ ଯବାନଙ୍କୁ ଟାର୍ଗେଟ କରି  ସ୍ୱାଭିମାନ ଅଞ୍ଚଳରେ ଟିଫିନରେ ପୋତା ଯାଇଥିବା  ୭ଟି IEDକୁ ଗତକାଲି ବିଏସ୍ଏଫ ଯବାନ  ଜବତ କରିଥିଲେ।  ଏହାପରେ ସଙ୍ଗେସଙ୍ଗେ ତାହାକୁ ନିଷ୍କ୍ରିୟ କରିଦେଇଥିଲେ। । ଫଳରେ ଗତକାଲି ମାଓବାଦୀଙ୍କ ଏକ ବଡ଼ ଆକ୍ରମଣ ଯୋଜନାକୁ  ପଣ୍ଡ କରିବାରେ ସଫଳ ହୋଇଥିଲେ ବିଏସ୍‌ଫ୍ ଯବାନ।

The post ଲାଲ୍‌ବାହିନୀର ବର୍ବର କାଣ୍ଡ; ଇନଫର୍ମର ସନ୍ଦେହରେ ମୁଣ୍ଡ ଗଡ଼ାଇଲେ appeared first on Odisha Reporter.



from Odisha Reporter https://ift.tt/37pFkMc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages