ମାଲବାହୀ ଟ୍ରେନ୍‌ ଯାଉଥିଲା, ଭାଙ୍ଗିଗଲା ଫୁଟ ଓଭରବ୍ରିଜ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 5, 2020

ମାଲବାହୀ ଟ୍ରେନ୍‌ ଯାଉଥିଲା, ଭାଙ୍ଗିଗଲା ଫୁଟ ଓଭରବ୍ରିଜ୍

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସୋର ରେଳ ଷ୍ଟେସନରେ ଗତ ରାତିରେ ଏକ ଅଘଟଣ ଘଟିଯାଇଛି।  ଗତ ରାତି ପ୍ରାୟ ୧୦ଟା ବେଳେ ଏକ ମାଲଗାଡ଼ି ଷ୍ଟେସନ ଅତିକ୍ରମ କରିବା ବେଳେ ଫୁଟ ଓଭରବ୍ରିଜ୍‌ ଭାଙ୍ଗିଯାଇଥିଲା । ଏହାସହ ୩ଟି ସିଗନାଲ ପୋଲ୍ ମଧ୍ୟ ଭାଙ୍ଗିଯାଇଛି ।

ଘଟଣାସ୍ଥଳରେ ରେଲେଓ୍ୱ କର୍ତ୍ତୃପକ୍ଷ ପହଞ୍ଚି ଏହାର ତଦନ୍ତ କରିଛନ୍ତି । ଓଭରବ୍ରିଜରେ ମାଲଗାଡ଼ିର କିଛି ଅଂଶ ବାଜିବାରୁ ଏହା ଭାଙ୍ଗିଯାଇଥିବା ସନ୍ଦେହ କରାଯାଉଛି । ବ୍ରିଜ୍ ଭାଙ୍ଗି ଏହାର ଭଗ୍ନାବଶେଷ ଧାରଣାରେ ପଡ଼ିଥିବାରୁ ଅପ୍‌ଲାଇନ୍‌ରେ ଗାଡ଼ି ଚଳାଚଳ ବନ୍ଦ ରହିଛି  । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ  ।

The post ମାଲବାହୀ ଟ୍ରେନ୍‌ ଯାଉଥିଲା, ଭାଙ୍ଗିଗଲା ଫୁଟ ଓଭରବ୍ରିଜ୍ appeared first on Odisha Reporter.



from Odisha Reporter https://ift.tt/30BmehM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages