ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକଙ୍କ ବ୍ଲେଡ୍ ଆକ୍ରମଣରେ ୩ ଜଣ ଗୁରତର ଆହତ ହୋଇଛନ୍ତି । ସେମାନଙ୍କ ବେକ, ପିଠି ସମେତ ଶରୀରର ଚାରିଆଡେ ବ୍ଲେଡ୍ ମାଡ଼ ହୋଇଥିବା ଜଣାପଡ଼ିଛି ।
ମଞ୍ଚେଶ୍ୱର ଥାନା ଅଧୀନ ପାଣ୍ଡରା ଅଞ୍ଚଳରେ ଏହି ଅଘଟଣ ଘଟିଥିବା ବେଳେ ଆହତଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ୍ ଘଟଣାର ତଦନ୍ତ କରୁଥିଲେ ମଧ୍ୟ ଏଥିରେ କାହାକୁ ଗିରଫ କରାଯାଇ ନ ଥିବା ଜଣାଯାଇଛି।
The post ବ୍ଲେଡ୍ ଆକ୍ରମଣରେ ୩ ଗୁରତର appeared first on Odisha Reporter.
from Odisha Reporter https://ift.tt/37cWRqK
No comments:
Post a Comment