୨୨ଅକ୍ଟୋବର, ଗୁରୁବାର: ଶରୀରରେ ଆଘାତ ଲାଗିପାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 21, 2020

୨୨ଅକ୍ଟୋବର, ଗୁରୁବାର: ଶରୀରରେ ଆଘାତ ଲାଗିପାରେ

ମେଷ: ପରିବାରରେ ହସ ଖୁସିର ପରିବେଶ ରହିବ। ଖାଦ୍ୟପେୟର ଯତ୍ନ ନିଅନ୍ତୁ। ବନ୍ଧୁଙ୍କ ସହଯୋଗ ମିଳିବ।

ବୃଷ: ବହୁ ଦିନର ଆଶା ଆଙ୍କାକ୍ଷା ପୂରଣ ହେବ। ଅଟକିଥିବା କାମ ଗୁଡ଼ିକ ସଂପୂର୍ଣ୍ଣ ହେବ। ମହିଳାମାନେ ପ୍ରତ୍ୟେକଟି  ଦିଗରେ ପ୍ରଶଂସିତ ହେବେ।

ମିଥୁନ: କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆସ୍ଥା ଭାଜନ ହେବେ। ଶତ୍ରୁମାନେ ପରାଜିତ ହେବେ। ପିଲାମାନେ ମନ ଦେଇ ପାଠ ପଢ଼ିବେ।

କର୍କଟ: ସମସ୍ୟାର ସମାଧାନ କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ନେବେ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଋଣ ଦିଅନ୍ତୁ ନାହିଁ।

ସିଂହ: ଜଗିରଖି କାମ କରନ୍ତୁ ନଚେତ ବାଧାବିଘ୍ନର ସମ୍ମୁଖୀନ ହେବେ। କର୍ମକ୍ଷେତ୍ରରେ ବିନା ଦୋଷରେ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

କନ୍ୟା: ଶରୀର ସୁସ୍ଥ ରହିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।

ତୁଳା: ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ।

ବିଛା: ଖୁସି ଖବର ଶୁଣି ପାରନ୍ତି। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାର ସୁଯୋଗ ପାଇବେ। ପର ଉପକାର କରି ସମସ୍ତଙ୍କର ଆଦରଣୀୟ ହେବେ।

ଧନୁ: ଶରୀରରେ ଆଘାତ ଲାଗିପାରେ। ତେଣୁ ଜଗି ରଖି ଚଳନ୍ତୁ। ମନ ବିଚଳିତ ରହିବ।

ମକର:  ପ୍ରତ୍ୟେକଟି କ୍ଷେତ୍ରରେ ସାହାଯ୍ୟ ସହାନୁଭୂତି ପାଇବେ। ବହୁ ପୁରତାନ ବନ୍ଧୁଙ୍କ ସହିତ ଯୋଗାଯୋଗ ସ୍ଥାପନ  ହେବ। ମହିଳାମାନେ କାମ କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ ।

କୁମ୍ଭ: ମଧୁର ବଚନ ଦ୍ୱାରା ସମସ୍ତ କାର୍ଯ୍ୟ ହାସଲ କରିବେ। ଆତ୍ମ ବିଶ୍ୱାସ ବଢ଼ିବ। କୁକୁରଙ୍କୁ ଖାଇବାକୁ ଦିଅନ୍ତୁ।

ମୀନ: ପରିବାରରୁ ମନୋମାଳିନ୍ୟ ଦୂର ହୋଇଯିବ। ମାନ-ସମ୍ମାନ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ।

 

The post ୨୨ଅକ୍ଟୋବର, ଗୁରୁବାର: ଶରୀରରେ ଆଘାତ ଲାଗିପାରେ appeared first on Odisha Reporter.



from Odisha Reporter https://ift.tt/3med97h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages