ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର): ଆୟ ବହର୍ଭୁତ ସମ୍ପତି ଠୁଳ ମାମଲାରେ ଅଧ୍ୟାପକ ଜି.ନାଗେଶ୍ୱର ରାଓଙ୍କ ଘରେ ଆଜି ଭିଜିଲାନ୍ସ ଚଢଉ ହୋଇଛି। ଅଧ୍ୟାପକଙ୍କ ପାରଳାଖେମୁଣ୍ଡି ରଧାଗୋବିନ୍ଦ ନଗର ବାସଭବନ ସମେତ ୬ ଟି ଜାଗାରେ ଚଢଉ ଚାଲିଛି।
ନାଗେଶ୍ୱର ବର୍ତ୍ତମାନ ଗଜପତି ଜିଲ୍ଲା ଗୁରାଣ୍ଡି ସ୍ତିତ୍ ମିନକେତନ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କ ଘରୁ୧ କୋଟି ମୂଲ୍ୟର ସମ୍ପତ୍ତି ଠାବ କରାଯାଇଛି। ଏହାଶହ ୩୧ହଜାର ଜବତ କରାଯାଇଛି। ସୁନାଗହଣା ମଧ୍ୟ ଜବତ କରାଯାଇଛି।
The post ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢ଼ଉ appeared first on Odisha Reporter.
from Odisha Reporter https://ift.tt/35fDGdi
No comments:
Post a Comment