ବୌଦ୍ଧ (ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅଞ୍ଚଳରେ ୮୦ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିଛି ପୁଲିସ୍।
ମିଳିଥିବା ସୂଚନା ଅନୁସାରେ, ଡବିଲାକା ଜଙ୍ଗଲର ବନଦୁର୍ଗା ମନ୍ଦିର ଅଞ୍ଚଳରେ ୮୦ ଏକର ଜମିରେ ଗଞ୍ଜେଇ ଚାଷ ହୋଇଥିବା ପୁଲିସ ଖବର ପାଇଥିଲା। ଗତକାଲି ପୁଲିସ ଟିମ୍ ଚଢଉ କରି ଗଞ୍ଜେଇ ଗଛଗୁଡ଼ିକୁ କାଟି ପୋଡ଼ି ଦେଇଥିଲା। ଏଭଳି ଅଭିଯାନ ଆଗକୁ ଜାରି ରହିବ ବୋଲି ବୌଦ୍ଧ ଏସ୍ପି କହିଛନ୍ତି।
The post ୮୦ ଏକର ଜମିରେ କରିଥିଲେ ଗଞ୍ଜେଇ ଚାଷ appeared first on Odisha Reporter.
from Odisha Reporter https://ift.tt/32BYz1W
No comments:
Post a Comment