ବେଙ୍ଗାଲୁରୁ: ବଲିଉଡ୍ ଅଭିନେତା ଫରାଜ ଖାନଙ୍କ ପରଲୋକ ହୋଇଯାଇଛି। ସେ ଅକ୍ଟୋବର ୮ ତାରିଖରୁ ବେଙ୍ଗାଲୁରୁର ଏକ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିଲେ।
ଅଭିନେତ୍ରୀ ପୂଜା ଭଟ୍ଟ ଟ୍ୱିଟ୍ କରି ଫରାଜଙ୍କ ପରଲୋକ ସଂପର୍କରେ ସ୍ପଷ୍ଟ କରିଛନ୍ତି।
The post ଅଭିନେତା ଫରାଜ ଖାନ୍ଙ୍କ ପରଲୋକ appeared first on Odisha Reporter.
from Odisha Reporter https://ift.tt/3oShJtP
No comments:
Post a Comment