ଗୋଟିଏ ସହରୀ ଝିଅର ବିବାହ ଗାଁରେ ହୋଇଗଲା।
ତା’ର ଶାଶୂ ତାକୁ ଗାଇକୁ ଘାସ ଖାଇବାକୁ ଦେବା ପାଇଁ କହିଲା।
ବୋହୂ : ଗାଇକୁ ଘାସ ଦେବା ଦେବା ପାଇଁ ଯିବା ସମୟରେ ଦେଖିଲା ଗାଇ ମୁହଁରୁ ଫେଣ ବାହାରୁଛି। ତେଣୁ ସେ ଘାସ ଦେଇ ଫେରିଆସିଲା।
ଶାଶୂ : ଗାଇକୁ ଘାସ ନଦେଇ ଫେରି କାହିଁକି ଆସିଲୁ ?
ବୋହୂ : ଗାଇ ମୁହଁରୁ ଫେଣ ବାହାରୁଛି ମା’। ସେ ବୋଧେ କୋଲଗେଟ୍ରେ ଦାନ୍ତ ଘଷୁଛି। ଦାନ୍ତ ଘଷି ସାରୁ ମୁଁ ଘାସ ଖାଇବାକୁ ଦେବି !!
The post ସହରୀ ଝିଅ ଗାଁର ବୋହୂ ହେବା ପରେ… appeared first on Odisha Reporter.
from Odisha Reporter https://ift.tt/3elCzwP
No comments:
Post a Comment