ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତ ମାମଲା ହ୍ରାସ ପାଇବାରେ ଲାଗିଛି। ଏହି କ୍ରମରେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୫୧୮ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରୁ ୨୯୮ କ୍ୱାରେଣ୍ଟାଇନ୍ ଏବଂ ୨୨୧ ଲୋକାଲ୍ କଣ୍ଟାକ୍ଟ ଅଛନ୍ତି। ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ଟୁଇଟ୍ କରିଛି।
Covid-19 Report For 28th November
New Positive Cases: 518
In quarantine: 297
Local contacts: 221(Details of local contacts will be shared by concerned District Administration)
District Wise Cases:
1. Angul: 36
2. Balasore: 26
3. Bargarh: 24
4. Bhadrak: 6
5. Balangir: 37— I & PR Department, Odisha (@IPR_Odisha) November 29, 2020
22. Nuapada: 23
23. Puri: 15
24. Rayagada: 1
25. Sambalpur: 17
26. Sonepur: 4
27. Sundargarh: 52
28. State Pool: 8New recoveries: 802
Cumulative tested: 5863199
Positive: 318307
Recovered: 310549
Active cases: 5971— I & PR Department, Odisha (@IPR_Odisha) November 29, 2020
ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୫୨ ଜଣ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରୁ ୪୯, କଟକରୁ ୪୫, ଖୋର୍ଦ୍ଧାରୁ ୪୦, ବାଲେଶ୍ବରରୁ ୩୭, ଅନୁଗୋଳରୁ ୩୬ ଚିହ୍ନଟ ହୋଇଛନ୍ତି।
The post ରାଜ୍ୟରେ ତଳମୁହାଁ କରୋନା, ଆଉ ୫୧୮ କରୋନା ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.
from Odisha Reporter https://ift.tt/3fT7EZK
No comments:
Post a Comment