ଆଠଗଡ଼(ନିଳକଣ୍ଡ ଦୋରା): ଆଠଗଡ ବନାଞ୍ଚଳରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ୨ଦିନ ଧରି ହାତୀଟି ମରିଥିଲେ ମଧ୍ୟ ବନବିଭାଗ ଲୁଚାଇବାକୁ ଉଦ୍ୟମ କରିଛି ।
ଆଠଗଡ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳ ଅଧୀନସ୍ଥ ରାଜବଲ୍ଲଭପୁର ରିର୍ଜଭ ଫରେଷ୍ଟ ଘୁମାଘାସୁଆ ପାହଡ ନିକଟରେ ଏକ ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି। ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ତେବେ ଗତ ଦୁଇଦିନ ପୂର୍ବେ ହାତୀଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଏନେଇ ବନବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ହାତୀଟିର ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା ତଦନ୍ତ ପରେ ଜଣା ପଡିବ। ଆଠଗଡ ବନଖଣ୍ଡରେ ଦୀର୍ଘ ଦିନ ହେବ ଚନ୍ଦକା ହାତୀ ପଲ ରହି ଆସୁଛନ୍ତି।
The post ଆଖି ବୁଜିଲା ଦନ୍ତା ହାତୀ appeared first on Odisha Reporter.
from Odisha Reporter https://ift.tt/3k8npfL
No comments:
Post a Comment