ହୁତୁହୁତୁ ହୋଇ ଜଳିଗଲା କାର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 25, 2020

ହୁତୁହୁତୁ ହୋଇ ଜଳିଗଲା କାର୍

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଚାହୁଁ ଚାହୁଁ ରାସ୍ତା ଉପରେ ଜଳିଗଲା କାର୍। ୫୩ ନମ୍ବର ଜାତୀୟ ରାଜପଥ ସମ୍ବଲପୁର ବରେଇପାଲି ନିକଟରେ ଏକ କାର୍ ହୁତୁହୁତୁ ହୋଇ ଜଳିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ଗତ ରାତିରେ ରାସ୍ତା ଉପରେ କାର୍‌ଟି ପାର୍କିଂ ହୋଇଥିବା ବେଳେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା ।   କେହି ଦୁର୍ବୃତ୍ତ ଏଥିରେ ନିଆଁ ଲଗାଇ ଦେଇଥିବା ଗାଡ଼ି ମାଲିକ ଅଭିଯୋଗ କରିଛନ୍ତି ।  ପୂର୍ବ ଶତ୍ରୁତା ହେଉ କି କୌଣସି ବଚସାକୁ ନେଇ କେହି ଚିହ୍ନା ଲୋକ ହିଁ ଏପରି କରିଥିବା ଗାଡ଼ି ମାଲିକ ଅଭିଯୋଗ କରିଛନ୍ତି  । ପୁଲିସ୍‌ ଘଟଣାର ଅନୁସନ୍ଧାନ ଚଳାଇଛି ।

The post ହୁତୁହୁତୁ ହୋଇ ଜଳିଗଲା କାର୍ appeared first on Odisha Reporter.



from Odisha Reporter https://ift.tt/2J91JTY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages