ଆଜି ଅପରାହ୍ନରେ ଗଡ଼ିବନି ‘ମୋ ବସ୍’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 13, 2020

ଆଜି ଅପରାହ୍ନରେ ଗଡ଼ିବନି ‘ମୋ ବସ୍’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଅପରାହ୍ନରେ ବନ୍ଦ ରହିବ ‘ମୋ ବସ୍’ ସେବା । ଦୀପାବଳି ପାଇଁ  ଅପରାହ୍ନରୁ ରାଜଧାନୀରେ ଗଡ଼ିବନି ମୋ ବସ୍ । କେବଳ ୧୫ଟି ରୁଟ୍‌ରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ ମୋ ବସ୍ ।

ଦୀପାବଳିକୁ ଦୃଷ୍ଟିରେ ରଖି ପାସ୍ କାଉଣ୍ଟର ଓ ମାଷ୍ଟରକ୍ୟାଣ୍ଟିନ ଟର୍ମିନାଲକୁ ମଧ୍ୟ ବନ୍ଦ କରାଯାଇଛି । ମୋ ବସ୍ ଚଳାଚଳ କଟକଣା ନେଇ CRUT  ପକ୍ଷରୁ ସୂଚନା ଦିଆଯାଇଛି।

The post ଆଜି ଅପରାହ୍ନରେ ଗଡ଼ିବନି ‘ମୋ ବସ୍’ appeared first on Odisha Reporter.



from Odisha Reporter https://ift.tt/32L6bPF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages