ଦୁର୍ଘଟଣାରେ ଚାଲିଗଲା ସାନ ଭଉଣୀର ଜୀବନ, ବଡ଼ ଭଉଣୀ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 7, 2020

ଦୁର୍ଘଟଣାରେ ଚାଲିଗଲା ସାନ ଭଉଣୀର ଜୀବନ, ବଡ଼ ଭଉଣୀ ଗୁରୁତର

ଯାଜପୁର (ଗୁଲାମ ଗସ୍): ସ୍କୁଟିରେ ଯାଉଥିଲେ ଦୁଇ ଭଉଣୀ। ଭାରସାମ୍ୟ ହରାଇ ହଠାତ୍ ଟ୍ରକ୍ ପଛକୁ ଧକ୍କା ଦେଲା ସ୍କୁଟି। ଫଳରେ ଘଟଣାସ୍ଥଳରେ ଚାଲିଗଲା ସାନ ଭଉଣୀର ଜୀବନ। ବଡ଼ ଭଉଣୀକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ରଥିଆ ଛକ ନିକଟରେ।

ମୃତକ ଜଣକ ହେଉଛନ୍ତି ନେଉଳପୁର ଗ୍ରାମର ସନ୍ତୋଷ ବେହେରାଙ୍କ ଝିଅ ଶ୍ୱେତା ବେହେରା। ମୃତା ଶ୍ୱେତାଙ୍କ ବଡଭଉଣୀ ସଙ୍ଗୀତା ବେହେରା ବୋଲି ଜଣାପଡିଛି। ଉଭୟ ଆଜି ସକାଳୁ ସ୍କୁଟି ଯୋଗେ ଜାରକା ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାଜପଥ ପାଶ୍ୱର୍ରେ ଛିଡା ହୋଇଥିବା ଏକ ଟ୍ରକ ପଛପଟେ ପିଟି ହୋଇଥିଲେ। ଖବର ପାଇ ଧର୍ମଶାଳା ପୁଲିସ ମୃତଦେହକୁ ଜବତ କରିବା ସହ ଆହତଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରି ତଦନ୍ତ ଚଳାଇଛି।

The post ଦୁର୍ଘଟଣାରେ ଚାଲିଗଲା ସାନ ଭଉଣୀର ଜୀବନ, ବଡ଼ ଭଉଣୀ ଗୁରୁତର appeared first on Odisha Reporter.



from Odisha Reporter https://ift.tt/3lba3Rk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages