ଶ୍ରୀମନ୍ଦିର ପରିସର ବୁଲି ଦେଖିଲେ ପ୍ରତ୍ନତତ୍ତ୍ୱ ବିଭାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 4, 2020

ଶ୍ରୀମନ୍ଦିର ପରିସର ବୁଲି ଦେଖିଲେ ପ୍ରତ୍ନତତ୍ତ୍ୱ ବିଭାଗ

ପୁରୀ (ଓଡ଼ିଶା ରିପୋର୍ଟର): ମୁମ୍ବାଇର ଘରୋଇ ସଂସ୍ଥା MBCCର ଇଞ୍ଜିନିୟର ଓ ଆରକ୍ୟୋଲୋଜିଷ୍ଟ ବିଭାଗର ଏକ ଟିମ୍ ଶ୍ରୀମନ୍ଦିର ଗସ୍ତ କରି ମନ୍ଦିର ପରିସର ବୁଲି ଦେଖିଛନ୍ତି।  ଶ୍ରୀମନ୍ଦିର ପରିସର ବୁଲି ଦେଖିବା ସହ ଏହାର ସୌନ୍ଦଯ୍ୟକରଣ କିପରି କରାଯିବ ସେ  ନେଇ ଟିମ ଅନୁଧ୍ୟାନ କରିଛି । ଶ୍ରୀମନ୍ଦିର ପରିସରରେ ସ୍ଵଚ୍ଛତା ଏବଂ ଆନୁସାଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଏହି ଟିମ ସର୍ଭେ କରିଛନ୍ତି।

MBCCର ଏମଡି ଜେ.କେ ଦାସଙ୍କ ନେତୃତ୍ୱରେ ଏହି ଟିମ ଶ୍ରୀମନ୍ଦିର ଗସ୍ତ କରିଥିଲେ।  ବାଇସି ପାହାଚର ମରାମତି ସହ ୮ଟି ଦ୍ୱାରକୁ ରୁପା ଛାଉଣୀ  କରିବା ଲାଗି  ପ୍ରତ୍ନତତ୍ତ୍ୱ ବିଭାଗ ଗତ କାଲି ସ୍ଥିତି ଅନୁଧ୍ୟାନ କରିଛି।

The post ଶ୍ରୀମନ୍ଦିର ପରିସର ବୁଲି ଦେଖିଲେ ପ୍ରତ୍ନତତ୍ତ୍ୱ ବିଭାଗ appeared first on Odisha Reporter.



from Odisha Reporter https://ift.tt/2TXchry

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages