ରାଶି….. - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 15, 2020

ରାଶି…..

ମେଷ
କର୍ମକ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତି ହେବ
ସ୍ବାସ୍ଥ୍ୟ ଭଲ ରହିବ
ପ୍ରତ୍ୟେକ କାଯର୍ୟରେ ଜୟଯୁକ୍ତ ହେବା ସହିତ କୋର୍ଟ କଚେରୀ ମାମଲା ଅାପଣଙ୍କ ସପକ୍ଷରେ ଯିବ
ପ୍ରତିକାର- ମହାଦେବଙ୍କୁ ଧଳାଫୁଲ ଅର୍ପଣ କରନ୍ତୁ
ବୃଷ
ବ୍ୟବସାୟ ବାଣିଜ୍ୟରେ ସଫଳତା ପାଇବେ
ଘରକୁ ଅତିଥିଙ୍କର ଅାଗମନ ହେବ
ଯେକୌଣସି ସାଂସ୍କୃତିକ କାଯର୍ୟକ୍ରମରେ ଯୋଗ ଦେବେ
ପ୍ରତିକାର- ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ
ମିଥୁନ
ଅାର୍ଥିକ ସମସ୍ୟା ଲାଗି ରହିବ ଏବଂ ପ୍ରତ୍ୟେକ କାଯର୍ୟରେ ବାଧା ବିଘ୍ନ ଅାସିବ
ନିଜର ଲୋକମାନେ ବିଶ୍ୱାସ ଘାତକତା କରିବେ
ମିହଳାମାନେ ପ୍ରତ୍ୟେକ କାଯର୍ୟରେ ଅପମାନିତ ହେବେ
ପ୍ରତିକାର- ଛୋଟ ପିଲାଙ୍କୁ ସ୍ନେହ ଅାଦର କରନ୍ତୁ
କର୍କଟ
ଶତ୍ରୁମାନେ ପରାଜୟ ହେବେ ଏବଂ ମିତ୍ରତାର ହାତ ବଢାଇବେ
ସ୍ବାମୀ ସ୍ତ୍ରୀଙ୍କୁ ମଧ୍ୟରେ ଉତ୍ତମ ବୁଝମଣା ରହିବ
ପ୍ରତ୍ୟେକ କାଯର୍ୟରେ ସଫଳତା ଅର୍ଜନ କରିବେ
ପ୍ରତିକାର- ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ
ସିଂହ
ବ୍ୟବସାୟରେ ବକେୟା ଅର୍ଥ ପ୍ରାପ୍ତି ହେବ
ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ଏବଂ ଯଶ ପ୍ରାପ୍ତି ହେବ
ବହୁ ଦିନରୁ ଚିନ୍ତା କରୁଥିବା କାଯର୍ୟ ପୂରଣ କରିବେ
ପ୍ରତିକାର- ସୂଯର୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ
କନ୍ୟା
ଛାତ୍ରଛାତ୍ରୀମାନେ ପାଠ ପଢାରେ ମନ ବଳାଇବେ ନାହିଁ
ପାରିବାରିକ ସମସ୍ୟା ଦେଖାଦେବ ଏବଂ ମାଲମକଦ୍ଦମାରେ ଲିପ୍ତ ରହିବେ
କର୍ମକ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହେବେ
ପ୍ରତିକାର- ଶ୍ରୀ ଗଣେଶ ମହାପ୍ରଭୁଙ୍କୁ ଦୁବ ଅର୍ପଣ କରନ୍ତୁ

ତୁଳା
ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ
ବନ୍ଧୁଙ୍କ ସହିତ ସୁସ୍ବାଦୁ ଭୋଜନ କରିବେ
ନୂତନ କାଯର୍ୟ ନିମିତ୍ତ ଦୂର ସ୍ଥାନକୁ ଯାତ୍ରା କରିବେ
ପ୍ରତିକାର- ମିଠା ଖାଇ ଯାତ୍ରା କରନ୍ତୁ
ବିଛା
ଅାଜି ଦିନରେ ମାଲିମକଦ୍ଦମାରେ ଜୟଯୁକ୍ତ ହେବେ
ସନ୍ତାନମାନଙ୍କ କାଯର୍ୟକଳାପ ସନ୍ତୋଷଜନକ ହେବ
ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ
ପ୍ରତିକାର- ମା ତାରିଣୀଙ୍କୁ ଦର୍ଶନ କରନ୍ତୁ
ଧନୁ
କଳା କ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତି ହେବ
ବାଣିଜ୍ୟ ବ୍ୟବସାୟରେ ସଫଳତା ପାଇବେ
ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ନିଜର କରିପାରିବେ
ପ୍ରତିକାର- ବ୍ରାହ୍ମଣଙ୍କୁ ପ୍ରଣାମ କରନ୍ତୁ
ମକର
ଛାତ୍ରଛାତ୍ରୀମାନେ ପାଠ ପଢାକୁ ନେଇ ଭବିଷ୍ୟତ ପାଇଁ ଚିନ୍ତା କରିବେ
ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ
କର୍ମକ୍ଷେତ୍ରରେ ଶୁଭଫଳ ପାଇପାରିବେ
ପ୍ରତିକାର- ଶ୍ରୀ ହନୁମାନଙ୍କୁ ମନ୍ଦାର ପୁଷ୍ପ ଅର୍ପଣ କରନ୍ତୁ
କୁମ୍ଭ
ଗୁପ୍ତ ଶତ୍ରୁ ଜାଗ୍ରତ ହେବେ ଏବଂ ଭୟ ସୃଷ୍ଟି କରିବେ
ଶରୀରର କୌଣସି ଅଙ୍ଗରେ ଅାଘାତ ଲାଗିପାରେ
କାଯର୍ୟକ୍ଷେତ୍ରରେ ଅଶାନ୍ତି ଓ ବାଦ ବିବାଦ ଦେଖାଦେବ
ପ୍ରତିକାର- ଗ୍ରାମଦେବତୀଙ୍କ ପାଖରେ ଘିଅ ଦୀପ ଜାଳନ୍ତୁ
ମୀନ
ଅାକସ୍ମିକ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି
ପରିବାରରେ ଗଣ୍ଡଗୋଳ ଲାଗିପାରେ
ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ
ପ୍ରତିକାର- ମଥାରେ ହଳଦୀ ଟୀକା ଲଗାନ୍ତୁ

The post ରାଶି….. appeared first on Odisha Reporter.



from Odisha Reporter https://ift.tt/2IFKvNZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages